କୋଲକାତା: ବାଲି, କୋଇଲା ଚୋରା ଚାଲାଣ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଏକ ସମୟରେ ପଶ୍ଚିମବଙ୍ଗ ଓ ଦିଲ୍ଲୀର ବହୁ ସ୍ଥାନରେ ଚଢ଼ାଉ...
ଦେଶ-ବିଦେଶ
ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ଏକ ବଡ଼ ସୁଧାର ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ...
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ସିଙ୍ଗାପୁର ଏୟାର ଶୋ’ରେ ଭାଗନେବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଉନ୍ନତ ହାଲୁକା ହେଲିକପ୍ଟର ଧ୍ରୁବକୁୁ ଏହି ଶୋ’ରେ ପ୍ରଦର୍ଶନ...
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଗତ କରିଥିବା ୨୦୨୬-୨୭ ଆର୍ଥିକ ବର୍ଷର ସାଧାରଣ ବଜେଟ୍ରେ ରେଳବାଇ ପାଇଁ ରେକର୍ଡ ୨, ୭୮,୦୩୦...
ନୂଆଦିଲ୍ଲୀ: ସୋମବାର ଲଣ୍ଡନରୁ ବେଙ୍ଗାଲୁରୁ ଯାତ୍ରା କରିବାକୁ ଥିବା ଏୟାର ଇଣ୍ଡିଆ ବୋଇଂ ୭୮୭ ବିମାନର ଇନ୍ଧନ ନିୟନ୍ତ୍ରଣ ସୁଇଚ୍ରେ ତ୍ରୁଟି ଦେଖା...
କ୍ୱିଟ୍ଟା: ବାଲୋଚ ବିଦ୍ରୋହୀ ସଂଗଠନ ବାଲୋଚିସ୍ତାନ ଲିବରେସନ ଆର୍ମି(ବିଏଲଏ) ଅପରେସନ ହିରୋ ଫେଜ୍-୨ ନାମରେ ଆକ୍ରମଣ ଜାରି ରଖିଛି। ୪୦ ଘଣ୍ଟା ଧରି...
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଥିବା ୨୦୨୬-୨୭ ଆର୍ôଥକ ବର୍ଷର ବଜେଟରେ ଭାରତୀୟ ରେଳବାଇକୁ ମିଳିଛି ରେକର୍ଡ ପରିମାଣର ଅନୁଦାନ।...
ନୂଆଦିଲ୍ଲୀ: ରବିବାର ସଂସଦରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିଛନ୍ତି।...
ନୂଆଦିଲ୍ଲୀ: ରବିବାର ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନର ଶୀତକାଳୀନ ସଂସ୍କରଣରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇଛନ୍ତି। ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଫେବ୍ରୁଆରୀ...
ନୂଆଦିଲ୍ଲୀ: ସନ୍ଥ ରବିଦାସଙ୍କ ୬୪୯ ଜୟନ୍ତୀ ଅବସରରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଆଦମପୁର ବିମାନ ବନ୍ଦରର ନାମକରଣ ଶ୍ରୀଗୁରୁ ଦବିଦାସ...
