ବ୍ରହ୍ମପୁର: ବ୍ରହ୍ମପୁରର ଜାତୀୟ ରାଜପଥ ହଳଦିଆପଦର ନିକଟରେ ଶନିବାର ଏକ ଦ୍ରୁତଗାମୀ ଟ୍ରକ୍ ତିନିଟି ବାଇକ୍ ଉପରେ ଚଢ଼ିଯିବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କ...
Month: January 2026
ପୁରୀ : ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଝାଡ଼ଖଣ୍ଡର ମା’ଓ ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ କୁସୁମା ଗୁପ୍ତା ଓ...
ବମ୍ବେ: ବିଜେପି ନେତୃତ୍ୱାଧୀନ ମହାୟୁତି ସରକାରରେ ଶନିବାର ଦିବଂଗତ ଏନସିପି ନେତା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ...
ତେହରାନ: ଶନିବାର ଦକ୍ଷିଣ ଇରାନରେ ଦୁଇଟି ପୃଥକ ପୃଥକ ବିସ୍ଫୋଣ ଘଟି ଅତିକମରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି।...
ମୁମ୍ବାଇ : ବାରମତୀ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଏନ୍ସିପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର...
ଭୁବନେଶ୍ୱର(ବ୍ୟୁରୋ): ରାଜ୍ୟରେ କେଉଁ ପାନ ମସଲା ବିକ୍ରି ହେବ ଏବଂ କାହା ଉପରେ ଲାଗିଛି ବ୍ୟାନ? ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛି ସ୍ୱାସ୍ଥ୍ୟ...
ଭୁବନେଶ୍ୱର(ବ୍ୟୁରୋ): ଓଡ଼ିଶା ବିଧାନସଭାର ୨୮ଦିନିଆ ବଜେଟ୍ ଅଧିବେଶନ ଆସନ୍ତା ୧୭ତାରିଖରୁ ଆରମ୍ଭ ହେବ । ୨୦୨୬-୨୭ ଆର୍ôଥକ ବର୍ଷର ବଜେଟ ଫେବୃୟାରୀ ୨୦ତାରିଖରେ...
ପୁନେ: ବାରମତୀ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଏନସିପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ରାଜ୍ୟ...
କୋଲକାତା: କୋଲକାତାର ଆନନ୍ଦପୁର ଏକ ମୋମୋ ଉତ୍ପାଦନ ଗୋଦାମରେ ଘଟିଥିବା ଅଗ୍ନିକାଣ୍ଡକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଦୁଃଖଦ ବୋଲି ବର୍ଣ୍ଣନା କରିଛନ୍ତି।...
ନୂଆଦିଲ୍ଲୀ: ମହିଳାଙ୍କ ମାସିକ ଧର୍ମ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଶୀର୍ଷ ଅଦାଲତ ମହିଳାଙ୍କ ମାସିକ ଧର୍ମ ଅଧିକାରକୁ...
