ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ସିଙ୍ଗାପୁର ଏୟାର ଶୋ’ରେ ଭାଗନେବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଉନ୍ନତ ହାଲୁକା ହେଲିକପ୍ଟର ଧ୍ରୁବକୁୁ ଏହି ଶୋ’ରେ ପ୍ରଦର୍ଶନ କରାଯିବ। ସିଙ୍ଗାପୁରର ଚାଙ୍ଗି ପ୍ରଦର୍ଶନୀ ପଡ଼ିଆରେ ଫେବ୍ରୁଆରୀ ୩ରୁ ୮ ତାରିଖ ପର୍ଯ୍ୟନ୍ତ ଏହି ଏୟାର ଶୋ’ଅନୁଷ୍ଠିତ ହେବ। ଭାରତୀୟ ବାୟୁସେନାର ସରାଙ୍ଗ ହେଲିକପ୍ଟର ଟିମ୍ ଏୟାର ଶୋ’-୨୦୨୬ରେ ଭାଗନେବେ। ପ୍ରତି ଦୁଇ ବର୍ଷରେ ଅନୁଷ୍ଠିତ ହେଉଥିବା ସିଙ୍ଗାପୁର ଏୟାର ଶୋ’ଏସିୟାର ଏକ ପ୍ରମୁଖ ଏୟାର ଶୋ’ ଓ ପ୍ରତିରକ୍ଷା ପ୍ରଦର୍ଶନୀ।
ସିଙ୍ଗାପୁର ଏୟାର ଶୋ’ରେ ଭାଗ ନେବ ଭାରତୀୟ ବାୟୁସେନା














Leave a Reply