ନୂଆଦିଲ୍ଲୀ: ସନ୍ଥ ରବିଦାସଙ୍କ ୬୪୯ ଜୟନ୍ତୀ ଅବସରରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଆଦମପୁର ବିମାନ ବନ୍ଦରର ନାମକରଣ ଶ୍ରୀଗୁରୁ ଦବିଦାସ ମହାରାଜ ଜୀ ବିମାନବନ୍ଦର ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ଣ ୩ଟା ୪୫ ମିନିଟରେ ଦିଲ୍ଲୀରୁ ଆଦମପୁର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେହିଭଳି ମୋଦି ଲୁଧିଆନାର ହାଲୱାରା ବିମାନ ବନ୍ଦର ଟର୍ମିନାଲ କୋଠାକୁ ଭର୍ଚୁଆଲ ମୋଡ୍ରେ ଉଦ୍ଘାଟନ କରିଛନ୍ତି।
ଆଦମପୁର ବିମାନବନ୍ଦର ସନ୍ଥ ରବିଦାସଙ୍କ ନାମରେ ନାମିତ













Leave a Reply