ନୂଆଦିଲ୍ଲୀ: ଭାରତର ଅର୍ଥନୀତି ୬.୮%ରୁ ୭.୨% ଅଭିବୃଦ୍ଧି ହାରରେ ଦୌଡ଼ିବ। ୨୦୨୭ ଆର୍ôଥକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧାର ହାର ୬.୮ରୁ ୭.୨%...
ଦେଶ-ବିଦେଶ
ବେଜିଂ: ମିୟାମାରରେ ଚାଲିଥିବା ଅନଲାଇନ୍ ଠକେଇ ମାମଲାରେ ଚାଇନା୧୧ଜଣ ଅପରାଧୀଙ୍କୁ ଫାଶୀ ଦେଇଛି। ଏହି ମାମଲାରେ ଅନ୍ୟ ୨୩ଜଣ ସନ୍ଦିଗ୍ଧଙ୍କୁ ୫ବର୍ଷ କାରାଦଣ୍ଡାଦେଶ...
ପୁନେ: ବିମାନ ଦୁର୍ଘଟଣାରେ ଏନସିପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁପରେ ଏନସିପି ମୁଖ୍ୟ କିଏ ହେବ ତାହା ନେଇ...
ନୂଆଦିଲ୍ଲୀ: ଗୁରୁବାର ସକାଳେ ଦିଲ୍ଲୀର ୫ ସ୍କୁଲକୁ ବୋମା ଧମକ ପରେ ହଇଚଇ ସୃଷ୍ଟି ହୋଇଥିଲା। ଦିଲ୍ଲୀ ଅଗ୍ନିଶମ ସେବା(ଡିଏଫଏସ୍)ର ସୂଚନା ଅନୁଯାୟୀ...
ପୁନେ: ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଏନସିପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷକୃତ୍ୟ ଗୁରୁବାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର...
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଏକ ମିନି ଟ୍ୟାକି୍ସ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଅତିକମରେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ଏଏଲଏସ୍...
ଚେନ୍ନାଇ: ତାମିଲନାଡ଼ୁ ବିଧାନସଭା ନିର୍ବାଚନ ନେଇ ରାଜନୀତି ଉଷ୍ମ ରହିଛି। ଏତିକି ବେଳେ ଅଭିନେତା ତଥା ତାମିଲିଗା ଭେଟ୍ଟରି କାଝଗମ(ଟିଭିକେ)ନେତା ବିଜୟଙ୍କ ପିତା...
ନୂଆଦିଲ୍ଲୀ: ଉତ୍ତରପୂର୍ବ କଲମ୍ବିଅ।।ରେ ଏକ ବିମାନ ଦୁର୍ଘଟଣା ଘଟି ଜଣେ ସ୍ଥାନୀୟ ସାଂସଦ ଓ ଜଣେ ବିଧାୟକ ପ୍ରାର୍ଥୀଙ୍କ ସହ ୧୫ଜଣଙ୍କ ପ୍ରାଣହାନି...
ସିଓଲ: ଦକ୍ଷିଣ କୋରିଆର ବହିଷ୍କୃତ ରାଷ୍ଟ୍ରପତି ଉନ୍ ସୁକ୍ ୟେଲଙ୍କ ପତ୍ନୀ କିମ୍ କିଓନ ହିଙ୍କୁ ବିବାଦୀୟ ୟୁନିଫିକେସନ ଚର୍ଚ୍ଚଠାରୁ ଲାଞ୍ଚ ଗ୍ରହଣ...
ଇସଲାମାବାଦ: ଜେଲରେ ଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ବିଶେଷ କରି ଚକ୍ଷୁ ଜନିତ ସମସ୍ୟାରେ ସେ...
