ଲାଞ୍ଚ ମାମଲାରେ ଦକ୍ଷିଣ କୋରିଆର ପୂର୍ବତନ ପ୍ରଥମ ମହିଳାଙ୍କୁ ଜେଲ୍‌

Spread the love

ସିଓଲ: ଦକ୍ଷିଣ କୋରିଆର ବହିଷ୍କୃତ ରାଷ୍ଟ୍ରପତି ଉନ୍ ସୁକ୍ ୟେଲଙ୍କ ପତ୍ନୀ କିମ୍ କିଓନ ହିଙ୍କୁ ବିବାଦୀୟ ୟୁନିଫିକେସନ ଚର୍ଚ୍ଚଠାରୁ ଲାଞ୍ଚ ଗ୍ରହଣ ମାମଲାରେ କୋର୍ଟ ୨୦ ମାସ କାରାଦଣ୍ଡାଦେଶ ଦେଇଛନ୍ତି। ତେବେ କୋର୍ଟ ଷ୍ଟକ୍ ଅର୍ଥ ହେରଫେର ମାମଲାରେ ୫୨ ବର୍ଷୀୟ କିମ୍‌ଙ୍କୁ ଖଲାସ କରିଦେଇଛନ୍ତି। କିଛିଦିନ ତଳେ ବହିଷ୍କୃତ ରାଷ୍ଟ୍ରପତି ଉନ୍ ୨୦୨୪ରେ ଦେଶରେ ସାମରିକ ଆଇନ ଲାଗୁ କରିବା ନେଇ ବିଫଳ ଉଦ୍ୟମ, କ୍ଷମତାର ଅପବ୍ୟବହାର ଓ ନ୍ୟାୟର ଗତିରୋଧ କରିବା ମାମଲାରେ କୋର୍ଟଦ୍ୱାରା ଦୋଷୀସାବ୍ୟସ୍ତ କରି ୫ ବର୍ଷ କାରାଦଣ୍ଡ ଭୋଗୁଛନ୍ତି। କୌଣସି ପୂର୍ବତନ ରାଷ୍ଟ୍ରପତି ଦମ୍ପତି ଏକାସମୟରେ ଦୋଷୀସାବ୍ୟସ୍ତ ହେବା ଦକ୍ଷିଣକୋରିଆର ଇତିହାସରେ ପ୍ରଥମ ଘଟଣା।

Leave a Reply

Your email address will not be published. Required fields are marked *

error: Content is protected !!