ହାରାରେ: ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରି ଭାରତ ୧୯ ବର୍ଷରୁ କମ୍ ଆଇସିସି ବିଶ୍ୱକପ୍ କ୍ରିକେଟରେ ଚାମ୍ପିଅନ ହୋଇଛି। ୬ ଥର...
Year: 2026
ବାଲେଶ୍ୱର: ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୩ର ପରୀକ୍ଷଣ ଶୁକ୍ରବାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷା ଘାଟିରୁ ସଫଳତା ସହ ପରୀକ୍ଷଣ ହୋଇଛି। ଏହି...
ଇସଲାମାବାଦ: ପାକିସ୍ତାନ ରାଜଧାନୀ ଇସଲାମାବାଦର ଏକ ସିହା ମସଜିଦରେ ଶୁକ୍ରବାର ଶକ୍ତିଶାଳୀ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି। ଏଥିରେ ଅତିକମରେ ୩୧ଜଣଙ୍କ...
ପୁରୀ: ପୁରୀ ଜିଲ୍ଲା କୋର୍ଟକୁ ପୁଣି ଆସିଲା ବୋମା ଧମକ । କୋର୍ଟକୁ ଉଡ଼ାଇ ଦେବାକୁ ଇମେଲ୍ରେ ଆସିଲା ଧମକ । ଧମକ...
ଜଳନ୍ଧର: ପଞ୍ଜାବ ଜଳନ୍ଧରରେ ଆମ ଆଦମୀ ପାର୍ଟି(ଏଏପି)ର ଜଣେ ସ୍ଥାନୀୟ ନେତାଙ୍କୁ ଶୁକ୍ରବାର ଦିନ ଗୁଳିକରି ହତ୍ୟା କରାଯାଇଛି। ସେ ହେଲେ ୩୮...
କୋରାପୁଟ(ଅମୃତ ମିଡ଼ିଆ): କୋରାପୁଟ ପୁଲିସ ନିକଟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି ମହିଳା ନକ୍ସଲ ମମତା ପୋଡିଆମି ଓରଫ ମମିତା ଓରଫ ସୋନି। ଏହା...
9ùe ùja cêLýcªúu R^ @bòù~ûM gêYûY ଭୁବନେଶ୍ୱର(ବ୍ୟୁରୋ): ଆସନ୍ତା ସୋମବାର ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ...
ଭୁବନେଶ୍ୱର (ବ୍ୟୁରୋ) ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ଦେଓ ରଞ୍ଜନଙ୍କୁ ଇସ୍ପାତ ଓ ଖଣି, ଅରବିନ୍ଦଙ୍କୁ ରାଜସ୍ୱ । ରାଜ୍ୟ...
ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମ ମୁଖ୍ୟ ରାସ୍ତାରେ ଗୁରୁବାର ସନ୍ଧ୍ୟା ସାଢେ ୫ଟା ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ...
ବାରିପଦା: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପାହାଡ଼ପୁର ଗ୍ରାମକୁ ଯାଇଛନ୍ତି। ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରୁ ସକାଳୁ କଡ଼ା ସୁରକ୍ଷା...
