ଯୋଡ଼ା: କେନ୍ଦୁଝର ବନଖଣ୍ଡ, ଚାମୁଆ ୍ୱନାଞ୍ଚଳ ଯୋଡ଼ା ବନ କ୍ଷେତ୍ର ଅନ୍ତର୍ଗତ ବାଚୁ ହାଟିଂ ରାସ୍ତା କଡ଼ ନାଳ ପାଖରେ ଥିବା ବେଳେ ସେଠାକାର ଲୋକଙ୍କ ଠାରୁ ଖବର ପାଇ ଯୋଡ଼ା ବନ ବିଭାଗ ତୁରନ୍ତ ଉଦ୍ଧାର କରିଥିଲେ। ତେବେ ଏହି ଅଜଗରକୁ ଉଦ୍ଧାର କରିବା ପରେ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଛାଡ଼ିଥିବା ଯୋଡ଼ା ବନପାଳ ତ୍ରିନାଥ ଜେନାଙ୍କ ସୁଚନା।
No WhatsApp Number Found!
WhatsApp us
