କନ୍ଧମାଳ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଂଚଳ ରୁ କର୍ଣ୍ଣାଟକ କୁ ବେଆଇନ ଗଂଜେଇ ଚୋରା ଚାଲାଣ ବେଳେ ପୋଲିସ ଚଢ଼ାଉ କରିଛି ।ଦାରିଙ୍ଗିବାଡ଼ି ଛକ ନିକଟରୁ ୨୧ କେଜି ଗଂଜେଇ ଜବତ କରିଛି କ.ନୂଆଗାଁ ପୋଲିସ କ୍ଷ କର୍ଣ୍ଣାଟକ ର ବିଜାପୁର ଜିଲ୍ଲା ମୁଦେବାହାଲ ଥାନା ଅଂଚଳ ର ସଜିଦ ମହମ୍ମଦ ସାୟଦ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ କ୍ଷ ତେବେ ଅଭିଯୁକ୍ତ ଗଂଜେଇ ବ୍ୟାଗ ରଖି ଦାରିଙ୍ଗିବାଡ଼ି ଛକ ରେ ବସ ଅପେକ୍ଷା କରିବା ସମୟରେ କ.ନୂଆଗାଁ ପୋଲିସ ଚଢ଼ାଉ କରିଥିଲା ।
