ସତ୍ୟବାଦୀ /ସୁଆଣ୍ଡୋ : ପୁରୀ ଏସପି ପ୍ରତୀକ ସିଂ ଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ବେଆଇନ ମଦ ବିକ୍ରୟ ଓ ଅବୈଧ କାର୍ଯ୍ୟକଳାପ ଉପରେ...
Month: March 2026
ପୁରୀ : ଆଜି ଅପରାହ୍ନରେ ଏସ ସି ଏସ କଲେଜ ନିକଟରେ ବ୍ଲକ ସୁଭଦ୍ରା ଶକ୍ତି କେନ୍ଦ୍ର ଓ ସଖି ୱ୍ୱାନ କେନ୍ଦ୍ରର...
ପୁରୀ: ମାତ୍ର ଦେଢ଼ ବର୍ଷ ଭିତରେ ଆମ ମା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଏକ ଅଦ୍ଭୁତ ପୂର୍ବ ପରିବର୍ତ୍ତନର ବାର୍ତ୍ତାବହ ହୋଇପାରିଛି...
ପୁରୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କ୍ରୀଡା ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ସହଯୋଗ ରେ ଶକ୍ତି ପଦଯାତ୍ରା...
ଢାକା: ବାଂଲାଦେଶରେ ପୁଣି ଥରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହୋଇଛି। କୁମିଲାରେ ମାର୍ଚ୍ଚ ୭ ତାରିଖହେର ପୂଜା ସମାବେଶ ସମୟରେ ବୋମା ଫିଙ୍ଗାଯିବାରୁ...
ତେହରାନ: ଇସ୍ରାଏଲର ସର୍ବବୃହତ୍ ତୈଳ ବିଶୋଧନାଗାର ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣ ଇସ୍ରାଏଲ ପାଇଁ ବଡ଼ ଆର୍ôଥକ ଏବଂ...
ଜେଡିୟୁରେ ଯୋଗଦେଲେ ନୀତୀଶ କୁମାରଙ୍କ ପୁଅ ନିଶାନ୍ତପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ରବିବାର ଆନୁଷ୍ଠାନିକ ଭାବରେ ଜନତା...
ନ୍ୟୁୟର୍କ: ନ୍ୟୁୟର୍କ ସିଟି ମେୟର ଜୋହରାନ ମାମଦାନୀଙ୍କ ସରକାରୀ ବାସଭବନ ବାହାରେ ଏକ କଠୋର ଦକ୍ଷିଣପନ୍ଥୀ ମୁସଲିମ ବିରୋଧୀ ପ୍ରତିବାଦ ସମୟରେ ଶନିବାର...
କେନ୍ଦ୍ରାପଡ଼ା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ସବଡିଭିଜନର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କୁ...
ବାଲିଗୁଡା: ସାଙ୍ଗ ନେଲା ସାଙ୍ଗ ର ଜୀବନ ସାମାନ୍ୟ ଅସାବଧାନତା କାରଣ ରୁ ସାଙ୍ଗ ର ବୁଲେରୋ ଧକ୍କା ରେ ଚାଲିଗଲା ଅନ୍ୟ...
