ଜିଲ୍ଲା

କଳାହାଣ୍ଡି: କଳାହାଣ୍ଡି ଜ଼ିଲ୍ଲା କଲମପୁର ଥାନା ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପାରିବାରିକ ବିବାଦକୁ ନେଇ ନିଜ ବାପାଙ୍କ...
ବାଲୁଗାଁ: ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ବୁଧବାର...
ବାରିପଦା ; ମୟୂରଭଞ୍ଜ ଜିଲ୍ଲା,ମୋରଡା ବ୍ଲକ,ଚଢେଇ ଗାଁ ରୁ ଆସିଛି ଏକ ଦୁଃଖଦ ଖବର । ପୋଖରୀରେ ଗାଧୋଉଥିବା ବେଳେ ଜଣେ ବୃଦ୍ଧ...
୧୨୭ ଦିନରେ ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ନୀରବ ସତ୍ୟାଗ୍ରହ ପଦଯାତ୍ରା : ସତ୍ୟ ଓ ନ୍ୟାୟର ସଂଘର୍ଷରେ ପୁରୀବାସୀଙ୍କ ଦୃଢ଼ ସଂକଳ୍ପ ଆହୁରି ସୁଦୃଢ଼, କିନ୍ତୁ ପ୍ରଶାସନର ନୀରବତା ଏବେ ବି ଅବ୍ୟାହତ। ୧୨୭ ଦିନର ଏହି ଯାତ୍ରା କେବଳ ଏକ ଆନ୍ଦୋଳନର ସମୟସୀମା ନୁହେଁ, ବରଂ ସତ୍ୟ, ଅହିଂସା ଓ ନ୍ୟାୟ ପ୍ରତି ପୁରୀବାସୀଙ୍କ ଅଟୁଟ ଆସ୍ଥାର ଜୀବନ୍ତ ପ୍ରତୀକ। ପ୍ରତ୍ୟେକ ଦିନର ନୀରବ ପଦଯାତ୍ରା ଗଣତନ୍ତ୍ରର ବିବେକକୁ ଜାଗ୍ରତ କରିବାର ଏକ ଶାନ୍ତିପୂର୍ଣ୍ଣ ପ୍ରୟାସ, କିନ୍ତୁ ଦୁଃଖର ବିଷୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏପର୍ଯ୍ୟନ୍ତ ଏହି ନ୍ୟାୟସଙ୍ଗତ ଦାବି ପ୍ରତି ସମ୍ବେଦନଶୀଳତା ପ୍ରଦର୍ଶନ କରିନାହାନ୍ତି। WhatsApp Image 2026-08-05 at 19.33.30
ପୁରୀ: ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି...
Read More Read more about ୧୨୭ ଦିନରେ ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ନୀରବ ସତ୍ୟାଗ୍ରହ ପଦଯାତ୍ରା : ସତ୍ୟ ଓ ନ୍ୟାୟର ସଂଘର୍ଷରେ ପୁରୀବାସୀଙ୍କ ଦୃଢ଼ ସଂକଳ୍ପ ଆହୁରି ସୁଦୃଢ଼, କିନ୍ତୁ ପ୍ରଶାସନର ନୀରବତା ଏବେ ବି ଅବ୍ୟାହତ। ୧୨୭ ଦିନର ଏହି ଯାତ୍ରା କେବଳ ଏକ ଆନ୍ଦୋଳନର ସମୟସୀମା ନୁହେଁ, ବରଂ ସତ୍ୟ, ଅହିଂସା ଓ ନ୍ୟାୟ ପ୍ରତି ପୁରୀବାସୀଙ୍କ ଅଟୁଟ ଆସ୍ଥାର ଜୀବନ୍ତ ପ୍ରତୀକ। ପ୍ରତ୍ୟେକ ଦିନର ନୀରବ ପଦଯାତ୍ରା ଗଣତନ୍ତ୍ରର ବିବେକକୁ ଜାଗ୍ରତ କରିବାର ଏକ ଶାନ୍ତିପୂର୍ଣ୍ଣ ପ୍ରୟାସ, କିନ୍ତୁ ଦୁଃଖର ବିଷୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏପର୍ଯ୍ୟନ୍ତ ଏହି ନ୍ୟାୟସଙ୍ଗତ ଦାବି ପ୍ରତି ସମ୍ବେଦନଶୀଳତା ପ୍ରଦର୍ଶନ କରିନାହାନ୍ତି।
ବାରିପଦା; ମୟୂରଭଂଜ ଜିଲ୍ଲା, ୍ୱିଜାତଳା ବ୍ଳକର ଏସଏସଡି ହାଇସ୍କୁଲ ଆବାସିକ ରେ ରହୁଥିବା ୍ୱାଘିଆଟାଙ୍ଗର ଉପ୍ରା ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ସୁମିତ୍ରା...
ବାରିପଦା; ମୟୂରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ଥାନା, ବେତଝରି ଗ୍ରାମରେ ଚିତି ସାପ କାମୁଡ଼ାରେ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ଘଟଣାରୁ ପ୍ରକାଶ ଯେେ,୍ୱତଝରି...
ପୁରୀ: ବହୁ ପ୍ରତିକ୍ଷିତ ଉପକୂଳ ଜାତୀୟ ରାଜପଥ ନିର୍ମାଣ ପାଇଁ ସର୍ଭେ ଓ ସାଇଟ ପରିଦର୍ଶନ କାର୍ଯ୍ୟ ଯୋରସୋରରେ ଆଗେଇ ଚାଲିଛି ।...