filter: 0; fileterIntensity: 0.0; filterMask: 0; hdrForward: 0; highlight: false; sv:16.1.9.2.W30; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;HdrStatus: auto;albedo: ;confidence: ;motionLevel: -1;weatherinfo: null;temperature: 47;
ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝ।ଡି ମୁଖ୍ୟ ରାସ୍ତା ଗୁଆ ଗାଁ ଠାରେ ଦୁର୍ଘଟଣା ର ଘଟିଛି।ଯାତ୍ରୀ ଥିବା ଡାଇନା ବସ୍ କୁ ପଛ ପଟୁ ପିଟିଲା ଧାମରା ଆଡୁ ଆସୁଥିବା ଆଇରନ ଗାଡ଼ି,।ଡାଇନା ବସ୍ ଟି ରାସ୍ତା କଡ ରେ ଛିଡା ହୋଇ ଗାଡ଼ି ସଜାଡୁ ଥିବାର ସୂଚନା, ମେକାନିକ୍ ଓ ହେଲପର ଗୁରୁତର ଆହତ ହୋଇଥିଲେ। ପରେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା,, ପ୍ରତିବାଦ ରେ ଜନ ସାଧାରଣ ଙ୍କ ଟାୟାର ଜାଳି ରାସ୍ତାରୋକ କରିଥିଲେ।, ଘଟଣା ସ୍ଥଳ ରେ ବାସୁଦେବପୁର ପୋଲିସ ଉପସ୍ଥିତ ରହିଥିଲା। ପରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ତହସିଲଦାର ଓ ଏସ ଡି ପି ଓ ଉପସ୍ଥିତ ରହି ଲୋକ ମାନଙ୍କୁ ବୁଝା ସୁଝା କରିଥିଲେ। ସ୍ଥାନୀୟ ବିଧାୟକ ଅଶୋକ କୁମାର ଦାସ ମଧ୍ୟ ଉପସ୍ଥିତ ରହି ଥିଲେ। ପରେ ରାସ୍ତା ରୋକ ଉଠି ଯାଇଥିଲା
