ଚାନ୍ଦବାଲି : ବାସିଖାଦ୍ୟ ଖାଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ କଉଡ଼ିଆପାଳ ଗ୍ରାମରେ ତିନି ଗୋରୁ ସହ ଦୁଇ ଷଣ୍ଢ ଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି. ତାହାସହ ୧୦ରୁ ଉର୍ଦ୍ଧ ଗାଇ ଅସୁସ୍ଥ ହୋଇ ଚିକିତ୍ସତ ହେଉଛନ୍ତି.

ଓରାସାହି ପଂଚାୟତ କଉଡ଼ିଆପାଳ ଗାଁ ରେ ଥିବା ମାଟିଆ ମଙ୍ଗଳା ପୀଠରେ ବଳକା ଖାଦ୍ୟ ବାହାରେ ଫୋପାଡ଼ି ବାରୁ ଏପରି ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି. ଗାଁ ରେ ମେଡିକାଲ ଟିମ ପହଂଚି ଚିକିତ୍ସା ଆରମ୍ଭ କରିଛି
