Pakistan's Muneeba Ali (L) looks on as India's wicketkeeper Richa Ghosh breaks the stumps to dismiss her during the ICC Women's T20 World Cup cricket match between Pakistan and India at the Dubai International Cricket Stadium in Dubai on October 6, 2024. (Photo by Giuseppe CACACE / AFP) (Photo by GIUSEPPE CACACE/AFP via Getty Images)
ନୂଆଦିଲ୍ଲୀ : କ୍ରିକେଟର ମଜା ନେବେ ଫ୍ୟାନ୍ସ । ପୁରୁଷ ଟି-ଟ୍ୱେଣ୍ଟିମୁକାବିଲା । ଜୁନ ୧୨ ତାରିଖରୁ ଆରମ୍ଭ ହେବ ବିଶ୍ୱକପ ଲଢେଇ । ମହିଳା ଟି-ଟ୍ୱେଣ୍ଟିକପ ଜିତିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ଭାରତ ଏବଂ ପାକିସ୍ତାନ ଗ୍ରୁପ ୧ରେ ରହିଛନ୍ତି । କ୍ରିକେଟ ପ୍ରେମୀଙ୍କୁ ପୁଣିଥରେ ମହିଳା ଭାରତ ବନାମ ପାକିସ୍ତାନ ମ୍ୟାଚ ଦେଖିବାକୁ ମିଳିବ । ଇସିବି ଦ୍ୱାରା ଜାରି ହୋଇଥିବା କ୍ରୀଡାସୂଚୀ ଅନୁସାରେ ଜୁନ ୧୪ରେ ଗ୍ରୁପ ୧ ମ୍ୟାଚରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଉଦଘାଟନୀ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଶ୍ରୀଲଙ୍କାକୁ ଭେଟିବ । ୧୨ ଜୁନ୍ରୁ ଜୁଲାଇ ୫ ଯାଏ ଟୁର୍ଣ୍ଣାମେଣ୍ଟର ଦଶମ ସଂସ୍କରଣ ଚାଲିବ । ଆଇସିସି ମହିଳା ଟି-ଟେ୍୍ୱଣ୍ଟିବିଶ୍ୱକପ ୨୦୨୬ ଗ୍ରୁପ ଗ୍ରୁପ ୧- ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା, ଇଣ୍ଡିଆ, ପାକିସ୍ତାନ, ବାଂଲାଦେଶ ଏବଂ ନେଦରଲାଣ୍ଡ୍ସ ଗ୍ରୁପ-୨ ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଆୟର୍ଲାଣ୍ଡ, ସ୍କଟଲାଣ୍ଡ ମହିଳା ଟି-ଟେୃଣ୍ଟିବିଶ୍ୱକପ ସିଡ୍ୟୁଲ, ଭାରତ ମ୍ୟାଚ ଜୁନ୍ ୧୪- ଭାରତ ବନାମ ପାକିସ୍ତାନ (ଏଜବାଷ୍ଟେନ୍) ଜୁନ୍-୧୭- ଭାରତ ବନାମ ନେଦରଲାଣ୍ଡ୍ସ ଜୁନ୍ ୨୧- ଭାରତ ବନାମ ସାଉଥ ଆଫ୍ରିକା ଜୁନ୍ ୨୫- ଭାରତ ବନାମ ବାଂଲାଦେଶ ( ବ୍ରିଷ୍ଟଲ କ୍ରିକେଟ ଗ୍ରାଉଣ୍ଡ) ଜୁନ୍ ୨୮- ଅଷ୍ଟ୍ରେଲିଆ ବନାମ ଭାରତ (ଲର୍ଡସ କ୍ରିକେଟ ଗ୍ରାଉଣ୍ଡ) ଜୁନ୍ ୩୦ରେ ପ୍ରଥମ ସେମିଫାଇନାଲ ଜୁଲାଇ -୨ରେ ଦ୍ୱିତୀୟ ସେମିଫାଇନାଲ ଜୁଲାଇ ୫ରେ ଫାଇନାଲ ଫାଇଟ୍ୱ
