ବଙ୍ଗୋର: ଆମେରିକା ରାଜ୍ୟ ମେନର ବାଙ୍ଗୋର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଘରୋଇ ବିମାନ ଦୁର୍ଘଟଣା ଘଟି ୮ଜଣଙ୍କ ପ୍ରାଣହାନି ଘଟିଛି। ସଂଘୀୟ ବିମାନ ଚଳାଚଳ ପ୍ରଶାସନ ସୂଚାନ ଦେଇଛନ୍ତି। ବିମାନଟି ରାତି ୭ଟା ୪୫ ମିନିଟ୍ ସମୟରେ ଉଡାଣ ଭରୁଥିବା ବେଳେ ହଠାତ୍ ଖସିପଡ଼ିଥିଲା। କେଉଁ କାରଣ ପାଇଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ତାହାର ତଦନ୍ତ ଜାରି ରହିଛି ବୋଲି ବାଙ୍ଗୋର ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।
ଆମେରିକାରେ ଘରୋଇ ବିମାନ ଦୁର୍ଘଟଣା; ୮ ମୃତ













Leave a Reply