ପୁରୀରେ ଡିଜିଟାଲ ପାଠାଗାର: ଏନ୍‌ଆଇସି ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା

Spread the love

ପୁରୀ (ବ୍ୟୁରୋ): ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀରେ ହେବ ଡିଜିଟାଲ ପାଠାଗାର । ଏନେଇ ପ୍ରସ୍ତୁତି ଆଗେଇ ଚାଲିଛି । ମାଦଳା ପାଞ୍ଜି ସହ ଦୁର୍ଲଭ ଶ୍ରୀମନ୍ଦିରର ରେକର୍ଡ, ନୀତିକାନ୍ତି ସମ୍ବନ୍ଧୀୟ ତଥ୍ୟାବଳୀ, ପ୍ରାଚୀନ ତାଳପତ୍ର ପୋଥିର ଡିଜିଟାଲାଇଜେସନ୍ ପାଇଁ ନ୍ୟାସନାଲ ଇନଫର୍ମେଟିକ୍ସ ସେଂଟର ପାଇଁ ନ୍ୟାସନାଲ ଇନଫର୍ମେଟିକ୍ସ ସେଂଟର ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ହୋଇଛି । ଘଓଉ ଏହାକୁ ବିନା ମୂଲ୍ୟରେ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସମ୍ମତି ଦେଇଛି । ପୁରୀରେ ଡିଜିଟାଲ ପାଠାଗାର ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀଙ୍କ ସହିତ ଘଓଉର ଅଧିକାରୀମାନେ ଆଲୋଚନା କରିଛନ୍ତି । ଦିଲ୍ଲୀରେରେ ଥିବା ପାଣ୍ଡୁଲିପି ମିଶନ ନିର୍ଦ୍ଦେଶାଳୟ ସହ ଘଓଉ ଟିମ୍ ଏନେଇ ଯୋଗାଯୋଗ କରି ଆଲୋଚୋନା କରିଛନ୍ତି । ଶ୍ରୀମନ୍ଦିର ମାଦଳା ପାଞ୍ଜିରେ ଗଜପତିଙ୍କ ରାଜଭୋଗ ବିବରଣୀ, ଜଗନ୍ନାଥ ମନ୍ଦିରର ଇତିହାସ, ସେବାପୂଜା, ରୀତିନୀତି, ବିଧି ବ୍ୟବସ୍ଥା, ସେବକଙ୍କ କାର୍ଯ୍ୟର ବିବରଣୀ ଓ ଆୟବ୍ୟୟ ସମ୍ପର୍କିତ ତଥ୍ୟ ଲିପିବଧ ହୋଇରହିଛି । ଶ୍ରୀମନ୍ଦିରର କୌଣସି ବ୍ୟବସ୍ଥା ଉପରେ ବିବାଦ ଉଠିଲେ ଏହାର ସମାଧାନ ପାଇଁ ମାଦଳା ପାଞ୍ଜିକୁ ଅନୁସରଣ କରାଯାଇ ସମାଧାନର ବାଟ କଢ଼ାଯାଏ । ତେଣୁ ଏହି ସବୁ ତଥ୍ୟକୁ ଡିଜିଟାଲ ପାଠାଗାରରେ ରଖାଯିବ । ଫଳରେ ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରୁଥିବା ବ୍ୟକ୍ତିମାନେ ଏହି ତଥ୍ୟକୁ ଦେଖି ତାଙ୍କ ଗବେଷଣାକୁ ସଫଳ କରିପାରିବେ । ଶ୍ରୀମନ୍ଦିର ପ୍ରଚାରପ୍ରସାର କମିଟିର ସଭ୍ୟ ଥିବା ମହାପ୍ରଭୁଙ୍କ ସେବକ ଶରତ ମହାନ୍ତିଙ୍କ କହିବା ଅନୁସାରେ, ବର୍ତ୍ତମାନ ଇସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ହୋଇଛି । ଘଓଉ ଏହାକୁ ବିନା ମୂଲ୍ୟରେ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସମ୍ମତି ଦେଇଛି । ପୁରୀରେ ଡିଜିଟାଲ ପାଠାଗାର ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀଙ୍କ ସହିତ ଘଓଉର ଅଧିକାରୀମାନେ ଆଲୋଚନା କରିଛନ୍ତି । ଦିଲ୍ଲୀରେରେ ଥିବା ପାଣ୍ଡୁଲିପି ମିଶନ ନିର୍ଦ୍ଦେଶାଳୟ ସହ ଘଓଉ ଟିମ୍ ଏନେଇ ଯୋଗାଯୋଗ କରି ଆଲୋଚୋନା କରିଛନ୍ତି । ଶ୍ରୀମନ୍ଦିର ମାଦଳା ପାଞ୍ଜିରେ ଗଜପତିଙ୍କ ରାଜଭୋଗ ବିବରଣୀ, ଜଗନ୍ନାଥ ମନ୍ଦିରର ଇତିହାସ, ସେବାପୂଜା, ରୀତିନୀତି, ବିଧି ବ୍ୟବସ୍ଥା, ସେବକଙ୍କ କାର୍ଯ୍ୟର ବିବରଣୀ ଓ ଆୟବ୍ୟୟ ସମ୍ପର୍କିତ ତଥ୍ୟ ଲିପିବଧ ହୋଇରହିଛି । ଶ୍ରୀମନ୍ଦିରର କୌଣସି ବ୍ୟବସ୍ଥା ଉପରେ ବିବାଦ ଉଠିଲେ ଏହାର ସମାଧାନ ପାଇଁ ମାଦଳା ପାଞ୍ଜିକୁ ଅନୁସରଣ କରାଯାଇ ସମାଧାନର ବାଟ କଢ଼ାଯାଏ । ତେଣୁ ଏହି ସବୁ ତଥ୍ୟକୁ ଡିଜିଟାଲ ପାଠାଗାରରେ ରଖାଯିବ । ଫଳରେ ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରୁଥିବା ବ୍ୟକ୍ତିମାନେ ଏହି ତଥ୍ୟକୁ ଦେଖି ତାଙ୍କ ଗବେଷଣାକୁ ସଫଳ କରିପାରିବେ ।

Leave a Reply

Your email address will not be published. Required fields are marked *

error: Content is protected !!