ବାରିପଦା /କରଞ୍ଜିଆ: କରଞ୍ଜିଆ ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ବର୍ତ୍ତମାନ ୪୩ଟି ହାତୀ ଅବସ୍ଥାନ କରୁଥିବା ବେଳେ ସେମାନଙ୍କ ଉପଦ୍ରବ ଲଗାତାର ଜାରି ରହିଛି।...
Month: May 2026
ପୁଣେ: ପୁଣେ ବିଷାକ୍ତ ମଦମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସନ୍ଦିଗ୍ଧ ନକଲି ମଦର ବେଆଇନ ଯୋଗାଣ ରୋକିବାରେ ବିଫଳ ହେବା କାରଣରୁ...
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ୍ ଏବଂ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟରେ ସମ୍ପର୍କର ପର୍ଦ୍ଦାଫାସ...
ନୂଆଦିଲ୍ଲୀ: ମେ ୩୦ ତାରିଖରେ ବିଶ୍ୱ ପ୍ରସିଦ୍ଧ ତାଜମହଲ ପରିଦର୍ଶନ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଟିଫାନି ଟ୍ରମ୍ପ ଓ...
ନୂଆଦିଲ୍ଲୀ: ପଶ୍ଚିମ ଏସିଆ ସଂଘର୍ଷ ସହିତ ଜଡିତ ସମ୍ଭାବ୍ୟ ଯୋଗାଣ ବାଧା ଉପରେ ଚିନ୍ତା ମଧ୍ୟରେ କେନ୍ଦ୍ର ରାଜ୍ୟ ପରିଚାଳିତ ଇନ୍ଧନ ଖୁଚୁରା...
ବ୍ରହ୍ମପୁର : ୨୦୧୯ ମସିହାରେ ଗୋଶାଣୀନୁଆ ଗାଁ ଥାନା ଅଧିନରେ ନିରୂପମା ଆଚାର୍ଯ୍ୟଙ୍କ ପୁଅ ଅଂଶୁମାନଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା ।...
ପୁରୀ: ସଦର ଥାନା ଅଧୀନ ପଣ୍ଡୁଆ ଗ୍ରାମରେ ଚୁଟି କାଟିବା ବିଳମ୍ବକୁ କେନ୍ଦ୍ର କରି ସେଲୁନ ମାଲିକ ସଞ୍ଜୟ ବାରିକଙ୍କୁ ଛୁରିରେ ଆକ୍ରମଣ...
ପୁରୀ: ପୁରୀ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୟୁନେସ୍କୋ ତାଲିକାରେ ରଥଯାତ୍ରା ରହିବା ନେଇ ଆରମ୍ଭ ହୋଇଛି...
ଛତ୍ରପୁର: ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍? ଆଇ ଆ?ର୍-୨୦୨୬) ପାଇଁ ପରିଗଣନା...
ବାରିପଦା: ରାଇରଙ୍ଗପୁରଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୩୨୦ ନମ୍ବର ମହୁଲଡିହା ନିକଟସ୍ଥ ଶହୀଦ ୍ୱୀର୍ସା ମୁଣ୍ଡା ପାର୍କ ଛକରେ ଏକ ବାଇକ୍...
