ୱାଶିଂଟନ: ଆମେରିକାରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ଆମେରିକାରେ ସରକାରୀ ଗସ୍ତରେ ଥିବା ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଆତିଥ୍ୟ...
ଜାତୀୟ/ଅନ୍ତର୍ଜାତୀୟ
ଭଲସାଡ: ଗୁଜରାଟର ଭଲସାଡ ଜିଲ୍ଲାର କପ୍ରାଡା ତାଲୁକାରେ ବୁଧବାର ସନ୍ଧ୍ୟାରେ ଏକ ଭର୍ତ୍ତି ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୩ ଜଣ ଶିଶୁଙ୍କ...
କାଠମାଣ୍ଡୁ: ନେପାଳ ଗୃହମନ୍ତ୍ରୀ ସୁଦାନ ଗୁରୁଙ୍ଗଙ୍କ ବିରୋଧରେ ବୁଧବାର ଦିନ ପଦରେ ରହିବା ସମୟରେ ଆର୍ôଥକ ଆଚରଣ ସମ୍ପର୍କିତ ଅଭିଯୋଗ ଆସିବା ପରେ...
ନୂଆଦିଲ୍ଲୀ: ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ “ଆତଙ୍କବାଦୀ’ ମନ୍ତବ୍ୟକୁ ନିର୍ବାଚନ...
ମାଡିକେରୀ: କର୍ଣ୍ଣାଟକର କୋଡାଗୁ ଜିଲ୍ଲାର କୁଟ୍ଟା ଗାଁରେ ଥିବା ଏକ ହୋମ୍ଷ୍ଟେରେ ଜଣେ ଆମେରିକୀୟ ନାଗରିକଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।...
ନୂଆଦିଲ୍ଲୀ: ଜଣେ ଆଇଆରଏସ ଅଧିକାରୀଙ୍କ ୨୨ ବର୍ଷୀୟା ଝିଅଙ୍କୁ ଦକ୍ଷିଣ ଦିଲ୍ଲୀର ଅମର କଲୋନିର କୈଳାସ ହିଲ୍ସସ୍ଥିତ ତାଙ୍କ ବାସଭବନରେ ଗଳାକାଟି ହତ୍ୟା...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ “ଆତଙ୍କବାଦୀ’ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୁଦ୍ଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ପାଇଁ...
ନୂଆଦିଲ୍ଲୀ: ଦକ୍ଷିଣ କାଶ୍ମୀରର ପହଲଗାମରେ ହୋଇଥିବା ନୃଶଂସ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀରେ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପୀଡିତମାନଙ୍କୁ...
ଅମରାବତୀ: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନଦେଣ୍ଡଲା ଭାସ୍କର ରାଓ (୯୦)ଙ୍କର ବୁଧବାର ସକାଳେ ଦେହାନ୍ତ ଘଟିଛି। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ...
ନୂଆଦିଲ୍ଲୀ: ତାମିଲନାଡୁରେ ବିଧାନସଭା ନିର୍ବାଚନ ଏବଂ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ମଙ୍ଗଳବାର ସନ୍ଧ୍ୟାରେ ଶେଷ ହୋଇଛି। ତାମିଲନାଡୁରେ ଏକକ ପର୍ଯ୍ୟାୟ...
