ଜୟପୁର: ମା ଜଗତଜନନୀ ଙ୍କ ହୁଣ୍ଡି ଖୋଲାଯାଇଛି । ଜୟପୁରର ପ୍ରସିଦ୍ଧ ମା ଜଗତଜନନୀ ଙ୍କ ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି କରାଯାଇଛି । ଆଜି ଗଣତି କରାଯାଇଛି । ମନ୍ଦିର କମିଟିର ୨୦ ଜଣ ସଦସ୍ୟ ଉପସ୍ଥିତ ରହି ଗଣତି କରିଥିଲେ । ପ୍ରଥମେଙ୍କ ଆଜ୍ଞାମାଳ ନେଇ ହୁଣ୍ଡି ଖୋଲାଯାଇଥିଲା । ହୁଣ୍ଡିରୁ ୧୫ ଲକ୍ଷ ୨୫ ହଜାର ୮ ଶହ ଟଙ୍କା ସହ ,ସୁନା ରୁପ।। ଗହଣ. ୫ ଚିଠି ହୁଣ୍ଡିରୁ ବାହାରିଛି ।

ଏହି ଗଣତି ସମୟରେ ମାଧବ ମହାଙ୍କୁଡ, ରମା ରାଓ, ମାଧବ ରଥ, ଲକ୍ଷ୍?ମୀ କାନ୍ତ ପଟ୍ଟନାୟକ, ଶିବ ପଟ୍ଟନାୟକ, ପୁଜକ ବଲ୍ଲଭ ନାରାୟଣ ଖାଡଙ୍ଗା, ବିଜୟ ଖାଡାଙ୍ଗା , ରବି କର, ତପନ କୁମାର ମିଶ୍ର , ବିଶ୍ୱଜିତ ଦଣ୍ଡସେନା, ଲକ୍ଷ୍?ମାଣ ଜାନି ପ୍ରମୁଖ ଗଣତି ରେ ଉପସ୍ଥିତ ଥିଲେ । ଖୁଚୁରା ଟଙ୍କା ର ଗଣତି ସହ ସୁନା ରୁପାର ଦର ଆକଳନ କରାଯାଇ ନାହିଁ ।
