filter: 0; fileterIntensity: 0.0; filterMask: 0; sv:16.1.10.2.W30; module: video;hw-remosaic: false;touch: (-1.0, -1.0);sceneMode: null;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;HdrStatus: off;albedo: ;confidence: ;motionLevel: -1;weatherinfo: null;temperature: 40;
ବାସୁଦେବପୁର: ବାସୁଦେବପୁର ରବିବାର ଦିନ ସଂଧ୍ୟା ସମୟରେ ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଗୁଆ ଗଡ଼ିଆ ପଞ୍ଚାୟତ ର ତିନି ନମ୍ୱର୍ ୱାର୍ଡ଼ ରେ ବଜ୍ର ପାତ ରେ ଛଅ ବଖରା ଘର ଜଳି ଯାଇଛି। ଗୌର ହରି ନାୟକ, ସୁବାସ ଚନ୍ଦ୍ର ନାୟକ ଙ୍କ ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଓ ସମସ୍ତ ଜିନିଷ ପତ୍ର ଜଳି ପାଉଁଶ ହୋଇଯାଇଛି। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଅନୁରୋଧ କରା ଯାଉଛି
