ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦେର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରାର୍ଥିତ୍ୱକୁ ରୁଷିଆ ସମଥର୍ନ କରିଛି। ରୁଷିଆ କହିଛି ଯେ, ଏହି ସଂସ୍ଥୋର କୌଣସି ସଂସ୍କାର ପ୍ରକ୍ରିୟୋର ପାଶ୍ଚାତ୍ୟ ଦେଶଗୁଡ଼ିକୁ- ବେିଶଷକରି ଜର୍ମାନୀ ଓ ଜାପାନକୁ- ଅତିରିକ୍ତ ଆସନ ପ୍ରଦାନ କରାଯିବା ଉଚିତ ନେୁହଁ। ମିଳିତ ଜାତିସଂଘ ସାଧାରଣ ସଭୋର ଉଦ୍େବାଧନ ଦେଇ ରୁଷିଆର ବେୈଦଶିକ ମନ୍ତ୍ରୀ ସେଗଇର୍ ଲାଭେରାଭ କହେିଲ, “ଆମର ନୀତିଗତ ଆଭିମୁଖ୍ୟ ହେଉଛି ଯେ, ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର କ୍ଷେତ୍ରେର ପାଶ୍ଚାତ୍ୟ ଦେଶଗୁଡ଼ିକୁ – ବେିଶଷକରି ଜର୍ମାନୀ ଓ ଜାପାନକୁ – କୌଣସି ଅତିରିକ୍ତ ଆସନ ଦିଆଯିବା ଉଚିତ ନେୁହଁ, କାରଣ ସେମୋନ ବତ୍ତର୍ମାନ ସାମରିକବାଦ ଏବଂ ପ୍ରତେିଶାଧମୂଳକ ମେନାଭାବ ପଥେର ଅଗ୍ରସର ହେଉଛନ୍ତି।’ ସେ ଆହୁରି ମଧ୍ୟ କହେିଲ, “ଅୋମ ଏସିଆ, ଆଫ୍ରିକା ଏବଂ ଲାଟିନ୍ ଅୋମରିକାର ପ୍ରତିନିଧିତ୍ୱ ବୃଦ୍ଧି କରିବା ସପକ୍ଷେର ଅଛୁ। ଅୋମ ସ୍ଥାୟୀ ଆସନ ପାଇଁ ବ୍ରାଜିଲ୍ ଓ ଭାରତର ପ୍ରାର୍ଥିତ୍ୱକୁ ସମଥର୍ନ କରୁଛୁ ଏବଂ ଏଥିସହିତ ମୁଁ ଏହା ଉପେର ଗୁରୁତ୍ୱୋରାପ କରିବାକୁ ଚୋହଁ ଯେ, ଆମକୁ ଆଫ୍ରିକୀୟ ମହୋଦଶର ସ୍ୱାଥର୍କୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ।’ ଲାଭେରାଭ କହେିଲ ଯେ ନିଜର ବେୈଦଶିକ ନୀତି ମାଧ୍ୟମେର ରୁଷିଆ ବିଶ୍ୱ ସ୍ଥିତେିର ସୁଧାର ଆଣିବାକୁ ଚେଷ୍ଟା କରୁଛି ଏବଂ ଏଥିପାଇଁ ନିଜର ସହେଯାଗୀ ତଥା ରଣେନୌତିକ ଭାଗୀଦାର – ଯଥା-ବ୍ରିକ୍ସ, ଏସସିଓ ଏବଂ ୟେୁରସିଆନ୍ େଇକୋନାମିକ୍ ୟୁନିଅନ୍ – ସହିତ ମିଳିତ ଭୋବ କାର୍ଯ୍ୟ କରୁଛି। ସେ କହେିଲ, “ଅୋମ ଏପରି ଏକ କାର୍ଯ୍ୟସୂଚୀକୁ ପ୍ରୋତ୍ସାହିତ କରୁଛୁ, ଯାହାକୁ ଅୋମ ସମେସ୍ତ ସମଥର୍ନ କରିପାରିବା – ଏହା ଏକ ଏକତାବଦ୍ଧ କାର୍ଯ୍ୟସୂଚୀ, ଯେଉଁଥେôର ଠୋସ୍ ବିଚାରଧାରା ଓ ପ୍ରକଳ୍ପ ରହିଛି। ବତ୍ତର୍ମାନ ‘ଅନ୍ତର୍ଜାତୀୟ ସୂଚନା ସୁରକ୍ଷା’ ପ୍ରସଙ୍ଗଟି ଗୁରୁତ୍ୱପୂର୍ଣ୍ଣ ହୋଇ ଉଭା ହୋଇଛି।
