ପୁରୀ: ଗତକାଲି ରବିବାର ବିଳମ୍ବିତ ରାତ୍ର ୧୧ଟା ରେ ପୁରୀ ରଥଖଳା ରେ୨୩ ଖଣ୍ଡ ଧଉରା କାଠ ପହଞ୍ଚିଛି । ଅଷ୍ଟମ ଦଫା ରେ ଏହି ରଥକାଠ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କୋଟଗଡ଼ ରେଞ୍ଜ ରୁ ଉକ୍ତ ୪୦ ଫୁଟିଆ ୨୩ ଖଣ୍ଡ ଧାଉରା କାଠ ଆସିଅଛି। ରଥଖଳା ରେ ଏବେ କାମ ଜୋରସୋର ଚାଲିଛି । ତୁମ୍ବ ନିର୍ମାଣ, ସାଇଜ ଓ ଗୋଳେଇ କାର୍ଯ୍ୟ ଶେଷ ହୋଇ ତୁମ୍ବ ବିନ୍ଧ କାର୍ଯ୍ୟ ଚାଲିଛି ।
No WhatsApp Number Found!
WhatsApp us
