ନୂଆଦିଲ୍ଲୀ : କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ମହିଳା କ୍ରିକେଟ୍ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଆଇସିସି ପକ୍ଷରୁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ୨୦୨୬ ମହିଳା ଟି-୨୦ ବିଶ୍ୱକପ୍ ପାଇଁ ରେକର୍ଡ ପୁରସ୍କାର ରାଶି ଘୋଷଣା କରାଯାଇଛି। ଏଥର କେବଳ ଖେଳ ନୁହେଁ, ବରଂ ଟଙ୍କା ବର୍ଷାରେ ମଧ୍ୟ ଭିଜିବେ ମହିଳା କ୍ରିକେଟର। ଆସନ୍ତା ଜୁନ୍ ୧୨ରୁ ଇଂଲଣ୍ଡ ଏବଂ ୱେଲ୍ସରେ ଆରମ୍ଭ ହେବାକୁ ଯାଉଛି ମହିଳା ଟି-୨୦ ବିଶ୍ୱକପ୍। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟ୍ରଫି ଟୁର୍ ଆରମ୍ଭ ହୋଇଥିବା ବେଳେ ଓଉଉ ପୁରସ୍କାର ରାଶିରେ ୧୦% ବୃଦ୍ଧି କରିଛି। ସମ୍ପୂର୍ଣ୍ଣ ପ୍ରାଇଜ୍ ପୁଲ୍କୁ ୮୧ କୋଟି ୮୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ମହିଳା କ୍ରିକେଟ୍ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ। ଏହି ନିଷ୍ପତ୍ତି ପରେ ଚାମ୍ପିଅନ୍ ଟିମ୍ ପ୍ରାୟ ୨୧ କୋଟି ୮୪ ଲକ୍ଷ ଟଙ୍କା, ରନର୍ସ ଅପ ଟିମ୍ ୧୦ କୋଟି ୯୨ ଲକ୍ଷ ଟଙ୍କା, ପ୍ରତ୍ୟେକ ସେମିଫାଇନାଲିଷ୍ଟଙ୍କୁ ୬ କୋଟି ୩୦ ଲକ୍ଷ ଟଙ୍କା ଏବଂ ଗ୍ରୁପ୍ ପର୍ଯ୍ୟାୟରେ ପ୍ରତି ବିଜୟ ପାଇଁ ୨୯ ଲକ୍ଷ ଟଙ୍କା ମିଳିବ। ଟୁର୍ଣ୍ଣାମେଣ୍ଟରେ ସାମିଲ ହେଉଥିବା ପ୍ରତି ଟିମ୍କୁ ୨ କୋଟି ୩୧ ଲକ୍ଷ ଲେଖାଏଁ ମିଳିବ। ତେବେ ଏଥର ରନ୍ ସଂଗ୍ରହ ନକରି ଆଉଟ୍ ହୋଇ ପାଭଲିଅନକୁ ଫେରିଯାଇଥିଲେ। ଫଳରେ ତାଙ୍କର ସ୍ଥାନ ପୂରଣ କରିବା ପାଇଁ ଅଧିନାୟକ ଈଶାନ କିଶନ ପଡ଼ିଆକୁ ପ୍ରବେଶ କରିଥିଲେ। ନିଜ ଦଳ ପାଇଁ ଈଶାନ କିଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୪ଟି ବଲ୍ ଖେଳି ୯୧ ରନ୍ ସଂଗ୍ରହ କରିଥିଲେ। ଏଥିରେ ସେ ୮ଟି ଚୌକା ଏବଂ ୬ଟି ଛକା ସାମିଲ କରିଥିଲେ। ହେନରିକ କ୍ଲାସେଁ ୨୬ଟି ବଲ୍ ଖେଳି ଗୋଟିଏ ଚୌକା ଏବଂ ୩ଟି ଛକା ବଳରେ ୪୦ ରନ୍ ସଂଗ୍ରହ କରିଥିଲେ। ଈଶାନ କିଶନ ଏବଂ ଟ୍ରାଭିସ୍ ହେଡ୍ ଦ୍ୱିତୀୟ ୱିକେଟ୍ ପାଇଁ ୫୫ ରନ୍ ସଂଗ୍ରହ କରିଥିଲେ। ଟ୍ରାଭିସ୍ ହେଡ୍ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍ରେ ରହିପାରି ନଥିଲେ। ସେ ବ୍ୟକ୍ତିଗତ ଭାବେ ୧୮ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ ଏବଂ ୩ଟି ଚୌକା ମାରିଥିଲେ। ଯୁବ ବ୍ୟାଟର ନୀତିଶ ରେଡ୍ଡୀ ବ୍ୟକ୍ତିଗତ ଭାବେ ୨୮ ରନ୍ ସଂଗ୍ରହ କରିଥିଲେ। ସେ ୧୩ଟି ବଲ୍ରୁ ୪ଟି ଛକା ମାରିଥିଲେ। ଅନିକେତ ବର୍ମା ୫ଟି ବଲ୍ ଖେଳି ୬ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଚୌକା ସାମିଲ ଥିଲା। ସଲିଲ ଅରୋରା ୧୩ଟି ବଲ୍ରୁ ୨ଟି ଚୌକା ଏବଂ ୨ଟି ଛକା ବଳରେ ଅପରାଜିତ ୨୪ ରନ୍ କରିଥିଲେ।
