ବାରିପଦା: କେନ୍ଦୁଝରର ଧରଣୀଧର ସ୍ପୋଟର୍ସ କେମ୍ପ୍ଲକ୍ସେର ଅନୁଷ୍ଠିତ ରାଜ୍ୟସ୍ତରୀୟ ଆନ୍ତଃ-ଜିଲ୍ଲା ବରିଷ୍ଠ ରଗବୀ ୭ ଏସ ପ୍ରତେିଯାଗିତା – ୨୦୨୬ ରେ ଫ୍ୟୁଚର ଷ୍ଟାର ସ୍ପୋଟର୍ସ ଏକୋଡମୀର ମହିଳା ଦଳ ଏକ ଚିତ୍ତାକଷର୍କ ମ୍ୟାଚେର ଶ୍ରେଷ୍ଠ ପ୍ରଦଶର୍ନ କରି ଫାଇନାଲ ମ୍ୟାଚେର ଶକ୍ତିଶାଳୀ କିସ୍ ଦଳକୁ ୧୨-୧୦ ପଏଣ୍ଟେର ପରାସ୍ତ କରି ଚମ୍ପିଆନ ହୋଇଛନ୍ତି । ପୂବର୍ରୁ ଦଳ ବୋଲଶ୍ୱରକୁ ୫୨-୦୦, କେନ୍ଦ୍ରାପଡାକୁ ୫୯-୦୦, ଜଗତସିଂହପୁରକୁ ୪୫-୦୦ ଏବଂ ସେମି ଫାଇନାଲେର ମୟୂରଭଞ୍ଜକୁ ୨୬-୦୦ ବ୍ୟବଧାନେର ପରାସ୍ତ କରି ନିଜର ଦବଦବା ବଜାୟ ରଖିଥିଲା । ଏହା ସହିତ ଏକୋଡମୀର ପୁରୁଷ ଦଳ ମଧ୍ୟ କ୍ୱାଟର୍ର ଫାଇନାଲେର ସାହସିକତାର ସହ ଲଢି ସମସ୍ତଙ୍କର ପ୍ରଶଂସା ସାଉଁଟିଛନ୍ତି । ଏହି ଅବସରେର ଫ୍ୟୁଚର ଷ୍ଟାର ସ୍ପୋଟର୍ସ ଏକୋଡମୀ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ରଗବୀ ଫୁଟବଲ ସଂଘର ସଭାପତି, ସମ୍ପାଦକ ଏବଂ ସମସ୍ତ କମର୍କର୍ତ୍ତାଙ୍କୁ ବେିଶଷ ଭୋବ ଧନ୍ୟବାଦ ଅପର୍ଣ କରାଯାଇଛି । ସଂଘର ପ୍ରୋତ୍ସାହନ ଓ ସହେଯାଗ ଯୋଗୁଁ ଏକୋଡମୀ ପ୍ରଥମ ଥର ପାଇଁ ନିଜସ୍ୱ ନାମେର ଏହି ରାଜ୍ୟସ୍ତରୀୟ ମଞ୍ଚେର ଖେଳିବାକୁ ସେୁଯାଗ ପାଇଥିଲା । ଖେଳାଳି ମାନଙ୍କର ଏହି କଠିନ ପରିଶ୍ରମ ଓ ସମପର୍ଣ ପାଇଁ ଭଞ୍ଜେସନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ମୟୂରଭଞ୍ଜ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ବିଜୟ କୁମାର ଦାସ, ଏକୋଡମୀ ନେିଦ୍ଦର୍ଶକ ଅମର କୁମାର ସେଠି, ଉପେଦଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା, ସହ-ପ୍ରତିଷ୍ଠାତା ରୂପାଲୀ ସେୋରନ, ସାଇ କିରଣ ନାୟକ, ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ଏବଂ କୋଚ ଚନ୍ଦନ ସିଂ ଓ ଅଜିତ କୁମାର ହାଁସଦା ସମସ୍ତଙ୍କୁ ଶେୁଭଚ୍ଛା ଜଣାଇଛନ୍ତି. ଓଡ଼ିଶା ରଗବୀ ସଂଘ ଏବଂ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ଏଭଳି ସେୁଯାଗ ପ୍ରଦାନ ପାଇଁ ଏକୋଡମୀର ସମସ୍ତ ଖେଳାଳୀ ଓ ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ କୃତଜ୍ଞତା ଜ୍ଞାପନ କରିଛନ୍ତି ।
