ପୁରୀ: ନିଳାଦ୍ରି ବିଜେ ଦିନ କଟକ ସିଗ୍ନେଚର ପରିଚାଳନା କମିଟି ପକ୍ଷରୁ ପୁରୀ ବଡଦାଣ୍ଡ ପାପୁଡିଆ ମଠ ନିକଟରେ ଶ୍ରଦ୍ଧାଳୁ ମାନଙ୍କୁ ରସଗୋଲା ବଣ୍ଟନ କରାଯାଇଥିଲା । ନିଃଶୁଳ୍କ ରସଗୋଲା ବଣ୍ଟନ କରଯାଇଥିଲା ।

ସଭାପତି ବିଶ୍ୱରଞ୍ଜନ ସାଥୁଆ, ସମ୍ପାଦକ ସୋମନାଥ କୁମାର ଜୀଙ୍କ ନେତୃତ୍ୱରେ କମିଟିର ସଭ୍ଯା ସଭ୍ଯମାନେ ଏହି ରସଗୋଲା ବଣ୍ଟନରେ ସହଯୋଗ କରିଥିଲେ । ଶହ ଶହ ଶ୍ରଦ୍ଧାଳୁ ଏହି ରସଗୋଲା ପାଇଁ ଆନନ୍ଦିତ ହୋଇଥିଲେ ।
