କନ୍ଧମାଳ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଡାମେରୀକିଆ ସାହି ନିକଟରେ ଘଟିଛି ଦୁର୍ଘଟଣା ।ତେବେ ଦୁର୍ଘଟଣା ରେ ଟ୍ରକ ଡ୍ରାଇଭର ଆହତ ହୋଇଥିବା ଜଣା ପଡିଛ। ପାଇପ ବୋଝେଇ ଟ୍ରକ ଟି କଟକ ରୁ ମୁନିଗୁଡା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତା ରୁ ବିଲକୁ ଖସି ଓଲଟି ପଡିଥିଲା। ତେବେ କ.ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଛି ।
