ଧନକର ଏମ୍‌ଏସ୍‌ରେ ଭର୍ତ୍ତି

Spread the love

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ସୋମବାର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ଏସ)ରେ ଭତ୍ତର୍ତି କରାଯାଇଛି। ୭୪ ବର୍ଷୀୟ ଶ୍ରୀ ଧନକର ଦୁଇଦିନ ତଳେ ଗାଧୁଆଘରେ ଦୁଇଥର ଅଚେତ ହୋଇପଡ଼ିଥିଲେ। ଆଜି ଚେକଅପ୍ ପାଇଁ ଡାକ୍ତରଖାନା ଆସିବା ପରେ ତାଙ୍କୁ ଆଡମିଶନ ପାଇଁ ପରାମର୍ଶ ଦିିଆଯାଇଥିଲା। ବର୍ତ୍ତମାନ ତାଙ୍କର ଏମ୍‌ଆରଆଇ ଚାଲିଥିବା ଏମ୍‌ଏସ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!