ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ରୁ ଉତ୍ତରପ୍ରଦେଶ କୁ କାର ରେ ଗଂଜେଇ ଚୋରା ଚାଲାଣ ବେଳେ ପୋଲିସ ର ଚଢ଼ାଉ କ୍ଷ ଏନଏଚ ୫୯ ମୁଖ୍ୟ ରାସ୍ତାର ସୀତାପଡି ଗାଁ ନିକଟରୁ ୨୩ କେଜି ଗଂଜେଇ ସହ ଏକ କାର ଜବତ କରିଛି ବାଲିଗୁଡା ପୋଲିସ କ୍ଷ ଏହି ଘଟଣା ରେ ତିନି ଅଭିଯୁକ୍ତ ପପୁ ରାସ୍ତଗି,ଆଛେଲାଲ ସରୋଜ ଓ ସନ୍ଦୀପ ପ୍ରଜାପତି କୁ ଗିରଫ କରିଛି ପୋଲିସ କ୍ଷ ଗିରଫ ସମସ୍ତ ଅଭିଯୁକ୍ତ ଙ୍କ ଘର ଉତ୍ତରପ୍ରଦେଶ ରାଜ୍ୟରେ ହୋଇଥିବା ସୂଚନା ମିଳିଛି କ୍ଷ
