ଦଶପଲ୍ଲା: ବାଣିଗୋଛ ପୋଲିସକୁ ମିଳିସଫଳ, ଆଜିସଖାଳ ସମୟରେ ପୋଲିସ ବିଶେଷ ସୂତ୍ରରୁ ଖବରପାଇ ଖୋର୍ଦ୍ଧା-ବାଲାଙ୍ଗିର ୫୭ନମ୍ବର ଜାତୀୟରାଜପଥ ଉପରେ ପଇଁତରା ମାରୁଥିବା ବେଳେ ୭କେଜି ଗଞ୍ଜେଇ ଧରି କେନ୍ଦୁଝର ଆନନ୍ଦପୁର ଅଞ୍ଚଳର ଆଗି ହୋ (କୁନୀ) (ବୟଷ୨୮) ଭୁବନେଶ୍ୱର ଅଭିମୁଖେ ଜିବାପାଇଁ କାମିଟିପଙ୍କା ବସ୍ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ସନ୍ଧେହ କରି ପାଖରେ ବ୍ୟାଗ୍,ବସ୍ତାକୁ ସର୍ଚକରିବାରେ ଜଣାପଡିଥିଲା ଥିଲା। ୭କେଜିଗଞ୍ଜେଇ ଥିବାରୁ ଗଞ୍ଜେଇ ସହ ଜୁବତୀର ଡାକ୍ତରୀ ପରକ୍ଷାକରି କୋର୍ଟଚାଲାଣ କରାଯାଇଥିବା ପୋଲିସୂତ୍ରରୁ ଜଣାପଡିଛି।
