ରାଜନଗର: ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ ବଡ଼କୋଟ ଗାଁର ହଂସୁଆ ନଦୀ କୂଳରେ ୩ ଫୁଟ ଲମ୍ବର ମାଇ ବଉଳା କୁମ୍ଭୀରଟିଏ ମରି ପଡ଼ିଥିବା ଦେଖାଯାଇଥିଲା।ନଦୀରେ ବସିଥିବା ବଡ଼ ଜାଲରେ ଛନ୍ଦି ହୋଇ ମ?ତ୍ୟୁବରଣ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଖବରପାଇ ଫରେଷ୍ଟର ବିଭୁତିଭୂଷଣ ତରାଇ ମ?ତ କୂମ୍ଭୀରଟିକୁ ଉଦ୍ଧାର କରି ରାଜନଗର ରେଞ୍ଜ ପରିସରକୁ ଆଣିଥିଲେ। ସେଠାରେ ବ୍ୟବଛେଦ କରିସାରିବା ପରେ ରେଞ୍ଜ କାର୍ଯ୍ୟାଳୟ ପରିସରରେ
କୁମ୍ଭୀରକୁ ପୋତି ଦିଆଯାଇଛି।
