ଦଶପଲ୍ଲା: କୁଆଁରିଆ ଡ୍ୟାମ କୁ ମାଛ ଧରିବାକୁ ଓଡ଼ିଶାର ଗ୍ରାମର ପ୍ରାୟ ୨୦ଉର୍ଧ ଲୋକ ମାଛଧରି ବାକୁ ଯାଇଥିଲେ କାଳ ବୈଶାଖୀ କାଳରେ ସମସ୍ତେ ଜୀବନବିକଳରେ ବହୁସଂଗ୍ରାମପରେ ଘରକୁ ଫେରି ଥିଲେ ୨ ସାଙ୍ଗ କାଳ ବୈଶାଖିତାଣ୍ଡବରେ ଡଙ୍ଗାବୁଡୀବା ଶହ ଅକାତ ପାଣିରେ ବୁଡିଜାଇ ନିଖୋଜ ହୋଇଯାଇଥିଲେ। ଗତକାଲି ସନ୍ଧ୍ୟାରେ ଓଡ଼ଶର ଗ୍ରାମର ୨ ସାଙ୍ଗ ବହୁ ଖୋଜାଖୋଜି ପରେ ନମିଳିବାରୁ ଆଜି ସକାଳୁ ଦଶପଲ୍ଲା ଥାନା ,

ତହସିଲଦାରଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ କର୍ମଚାରୀ ବହୁ ପରଶ୍ରମପରେ ଆଜି ସକାଳେ ଜଜଙ୍କ ମୃତ ସରିରକୁ ମିଳିଥିବା ବେଳେ ଅପରାହ୍ନରେ ଆଉଜଣଙ୍କ ମୃତ ଶରୀର ମରିଥିବା ଜଣାପଡ଼ିଛି। ଦଶପଲ୍ଲା ଥାନା ଶବକୁ ଜବତକରି ଦୁଇଟି ପୃଥକ ପୃଥକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ସୁତ୍ରରୁ ଜଣାପଡିଛି।
