ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କସକଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆପାରା ବଜରଙ୍ଗବଳି ଷ୍ଟାଡିୟମ୍ ଠାରେ ଫୂଟବଲ ମ୍ୟାଚ ଉଦ୍ ଯାପିତ ହୋଇ ଯାଇଛି।ଟୁର୍ଣ୍ଣାମେଣ୍ଟରେ ୮ ଦଳ ଭାଗ ନେଇଥିଲେ। ଗ୍ରାମ କମିଟି ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସ ରେ ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର ଯୋଗ ଦେଇ୍ୱିଜୟୀ ଟିମ୍ କୁ ପୁରସ୍କାର ବଣ୍ଟନ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଆଜିର ଏହି ରୋମାଞ୍ଚକର ଫାଇନାଲ୍ ମୁକାବିଲା “ଜାମବେ ଟବଡା ଠଝ ଖାଡେଙ୍ଗା ‘ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍?ରେ ଜାମବେଡା ଦଳ ବିଜୟୀ ହେଲା । ଖେଳ ଦେଖିବା ପାଇଁ ବହୁ ଲୋକ ଙ୍କ ଭିଡ଼ ଜମିଥିଲା।
