ବାରିପଦା: ବାଲେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ୭୮ ତମ ରାଜ୍ୟ ସ୍ତରୀୟ ଭଲିବଲ ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜ ପୋଲିସ ଦଳ ଘୋଷିତ ହୋଇଯାଇଛି ଓ ଦଳରେ ହରିହର ମଲ୍ଲିକ, ଅଧିନାୟକଙ୍କ ସମେତ ନିରଞ୍ଜନ ନାଏକ, ଆଶିଷ କୁମାର ସେଠି, ଲକ୍ଷ୍ମୀ ନାରାୟଣ ସାହୁ, ଚନ୍ଦ୍ର ବିନ୍ଦୁ ସେଠି, ମିଲୁ ମହାନ୍ତ, ବିକାଶ ଗିରି, ଅଂଶୁମାନ ପଣ୍ଡା, ଜଗତ ଜୀବନ ସେଠି, ସ୍ନେହାଶିଷ ମହାନ୍ତି, ଅଞ୍ଜନ ବେହେରା, ଜନ୍ମେଜୟ ଦାସ ପ୍ରମୁଖ ସ୍ଥାନ ପାଇଛନ୍ତି ଓ ରାଜେଶ ଦାସ କୋଚ ଓ କେ ବିଶ୍ୱନାଥ ରାଓ ଟିମ ମ୍ୟାନେଜର ଭାବେ ଦଳ ସହ ଗସ୍ତ କରିବେ ଓ ଏନ ଏଇ ଏସ କୋଚ ମନୋରଞ୍ଜନ ଜୀଉ, ପୋଲିସ ଆଲୋକ କୁମାର କାନୁନଗୋ, ସାରଜେଣ୍ଟ ଗୌତମ ପ୍ରଧାନ, ବରିଷ୍ଠ କ୍ରୀଡ଼ାବିତ ଭାନୁପ୍ରତାପ ଭଞ୍ଜଦେଓ, ମୟୁରଭଞ୍ଜ ପୋଲିସ ସଙ୍ଘ ସମ୍ପାଦକ ସ୍ୱରାଜ କୁମାର ରାଜ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ସଫଳତା କାମନା କରିଥିଲେ ଓ
