ବାରିପଦା /କରଞ୍ଜିଆ ; ଅଖିଳ ଭୂମଣ୍ଡଳୀୟ ସର୍ବଶୀରେକ୍ଷମଣି ମୁନିସମାଜର ସ୍ଥାପୟୀତା ଆଦି ମୁନିଶ୍ୱର ଯେକ୍ଷଗେଶ୍ୱର ଶିବକୁମାର ଶାସ୍ତ୍ରୀଂକ ପଟ୍ଟଶିଷ୍ୟ ଯେକ୍ଷଗାଚାର୍ଯ୍ୟ ମଧୁସୂଦନ ମୁନିଙ୍କ କନିଷ୍ଠ ନାତି ଅନିଲ ମୁନି ଆଜି ସକାଳ ୫ଟା ବେଳେ ସୁକ୍ଷ୍ମଲୋକ କୁ ଚାଲି ଯାଇଛନ୍ତି । ସେ ମୁନିସମାଜ, ଯେକ୍ଷଗ, ପ୍ରାଣାୟାମ ଆଦିର ପ୍ରଚାର ପାଇଁ ଜୀବନକୁ ଉତ୍ସର୍ଗ କରିଛନ୍ତି। କରଞିଆର ଅଂକୁରା ମୁନି ଆଶ୍ରମ ର ସେ ନିୟମିତ ସତସଙ୍ଗୀ ଥିଲେ ଓ ତାଙ୍କ ଲେଖା ଅଂକୁର ପତ୍ରିକାରେ ନିୟମିତ ପ୍ରକାଶ ପାଉଥିଲା । ଶିବମୁନିଙ୍କ ପ୍ରତିଷ୍ଠିତ ଜ୍ଞାନଶକ୍ତି ହିନ୍ଦୀ ପତ୍ରିକା ରେ ବି ତାଙ୍କ ଲେଖା ବରାବର ପ୍ରକାଶ ପାଇଛି. ଓ ଦୁଃଖ ର କଥାଯେ, ମୁନିଜଗତର ତୁଂଗ ଯେକ୍ଷଗୀ ମଧୁ ସୂଦନ ମୁନିଙ୍କ କୌଣସି ନାତି ଜୀବିତ ରହିଲେ ନାହିଁ । ଅନିଲ ମୁନି ଜଣେ ମେଳାପୀ ଓ ସମାଜ ସେବୀ ଥିଲେ। ତାଙ୍କ ମୣତ୍ୟୁ ଖବର ଶୁଣି ସମଗ୍ର ଅଂଚଳରେ ଶେକ୍ଷକର ଛାୟା ଖେଳି ଯାଇଛି ।
