ସତ୍ୟବାଦୀ/ ସୁଆଣ୍ଡୋ : ପୁରୀଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳରେ ବେଧଡକ ଭାବେ ନିଶା କାରବାର ଚାଲିଥିବା ଜଣାପଡିଛି। ଏହାକୁ ରୋକିବା ପାଇଁ ପୁରୀ ସ୍ପେଶାଲ ସ୍କ୍ୱାଡ୍ ଏବଂ ସତ୍ୟବାଦୀ ପୋଲିସର ମିଳିତ ଚଢ଼ାଉ କରାଯାଇଥିଲା । ବିପୁଳ ପରିମାଣର ବେଆଇନ୍ ବିଦେଶୀ ମଦ ଓ ବିୟର ଜବତ କରିବା ସହ ସତ୍ୟବାଦୀ ଥାନା କେସ୍ ନଂ- ୩୪୭ ଏକ କେସ ରୁଜୁ କରାଯାଇଛି । ଏହି ବେଆଇନ କାରବାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ସତ୍ୟବାଦୀ ଥାନା ଅଧିକାରୀ ସୈମ୍ୟରଞ୍ଜନ ମହାଲିକା ଙ୍କ ଠାରୁ ସୁଚନା ମିଳିଛି। ଅଭିଯୁକ୍ତଙ୍କ ତାଙ୍କ ନାମ ତ୍ରିନାଥ ଗୁରୁ ଅ ଛୋଟୁ (ବୟସ: ୨୬ ବର୍ଷ)ପିତା: ଲକ୍ଷ୍ମୀଧର ଗୁରୁ ,ଗ୍ରାମ: ଆବଲପୁର, ଥାନା: ପିପିଲି, ଜିଲ୍ଲା: ପୁରୀ ବୋଲି ଜଣାପଡିଛି।ପୁରୀ ଓଡ଼ିଶାରୁ ସ୍ପେଶାଲ ସ୍କ୍ୱାଡ୍ ଏବଂ ସତ୍ୟବାଦୀ ଥାନାର ମିଳିତ ଟିମ୍ ସନ୍ଧ୍ୟାକାଳୀନ ପାଟ୍ରୋଲିଂ ଓ ଅବକାରୀ ଚଢ଼ାଉ କରୁଥିବା ସମୟରେ ଗୁପ୍ତ ସୂଚନା ପାଇଥିଲେ ଯେ, ପିପିଲି ଥାନା ଅନ୍ତର୍ଗତ ଆବଲପୁର ଗ୍ରାମର ତ୍ରିନାଥ ଗୁରୁ ଅ ଛୋଟୁ (୨୬) ଗୋଟିଏ ଡାଲା ଅଟୋ (ନଂ ଙଊ ୩୩-ଇଈ-୭୦୫୩) ରେ ବେଆଇନ୍ ଭାବେ ବିପୁଳ ପରିମାଣର ବିଦେଶୀ ମଦ ଓ ବିୟର ନେଇକି ଯାଉଛି। ସୂଚନା ଅନୁଯାୟୀ ପୁରୀ ସ୍ପେଶାଲ ସ୍କ୍ୱାଡ୍ ଏବଂ ସତ୍ୟବାଦୀ ପୋଲିସ୍?ର ମିଳିତ ଟିମ୍ ତୁରନ୍ତ ଚଢ଼ାଉ କରି ଉକ୍ତ ଡାଲା ଅଟୋକୁ ଅଟକାଇ ତଲାସି କରିଥିଲେ। ତଲାସି ସମୟରେ ଗାଡ଼ିରୁ ବେଆଇନ୍ ଭାବେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ବିଦେଶୀ ମଦ, ରମ୍, ଭୋଡକା ଏବଂ ବିୟର ଜବତ କରାଯାଇଛି ।

ଜବତ ହୋଇଥିବା ଡାଲା ଅଟୋ (ପଞ୍ଜୀକରଣ ନଂ- ଙଊ ୩୩-ଇଈ-୭୦୫୩) ଓ ବିୟର (ମୋଟ: ୬୫୫ ବୋତଲ): ମ୍ୟାକଡୋୱେଲସ୍ ନଂ-୧ ହୁଇସ୍କି (ଗମଊକ୍ଟଙ୍ଗରକ୍ଷକ୍ଷ”ଗ୍ଦ ଘକ୍ଟ. ୧ ଡଷସଗ୍ଦଳଚ୍ଚ): ୨୭୦ ବୋତଲ ,?କିଙ୍ଗଫିସର ଷ୍ଟୋର୍ମ ବିୟର (କସଦ୍ଭଶଲସଗ୍ଦଷରକ୍ସ ଝଗ୍ଧକ୍ଟକ୍ସଜ୍ଞ ଈରରକ୍ସ): ୧୪୪ ବୋତଲ ,ହଣ୍ଟର ବିୟର (ଐଙ୍କଦ୍ଭଗ୍ଧରକ୍ସ ଈରରକ୍ସ): ୭୮ ବୋତଲ ,ରୋୟାଲ ଷ୍ଟାଗ୍ ହୁଇସ୍କି (ଜକ୍ଟଚ୍ଚବକ୍ଷ ଝଗ୍ଧବଶ ଡଷସଗ୍ଦଳଚ୍ଚ): ୬୫ ବୋତଲ ,ରୋୟାଲ ଗ୍ରୀନ୍ ହୁଇସ୍କି (ଜକ୍ଟଚ୍ଚବକ୍ଷ ଏକ୍ସରରଦ୍ଭ ଡଷସଗ୍ଦଳଚ୍ଚ): ୨୦ ବୋତଲ ,?ଆଇକନିକ୍ ହ୍ୱାଇଟ୍ ହୁଇସ୍କି (ଓମକ୍ଟଦ୍ଭସମ ଡଷସଗ୍ଧର ଡଷସଗ୍ଦଳଚ୍ଚ): ୨୦ ବୋତଲ ,ମ୍ୟାକଡୋୱେଲସ୍ ରମ୍ (ଗମଊକ୍ଟଙ୍ଗରକ୍ଷକ୍ଷ’ଗ୍ଦ ଜଙ୍କଜ୍ଞ): ୧୬ ବୋତଲ ,ମ୍ୟାଜିକ୍ ମୋମେଣ୍ଟସ ଭୋଡକା (ଗବଶସମ ଗକ୍ଟଜ୍ଞରଦ୍ଭଗ୍ଧଗ୍ଦ ଠକ୍ଟୟଳବ): ୧୨ ବୋତଲ ,ରୋୟାଲ ଚ୍ୟାଲେଞ୍ଜ ହୁଇସ୍କି (ଜକ୍ଟଚ୍ଚବକ୍ଷ ଉଷବକ୍ଷକ୍ଷରଦ୍ଭଶର ଡଷସଗ୍ଦଳଚ୍ଚ): ୧୦ ବୋତଲ ,?ବାକାର୍ଡି ବ୍ଲାକ୍ ରମ୍ (ଈବମବକ୍ସୟସ ଈକ୍ଷବମଳ ଜଙ୍କଜ୍ଞ): ୧୦ ବୋତଲ, ?ଷ୍ଟାର୍ଲିଂ ରିଜର୍ଭ ହୁଇସ୍କି (ଝଗ୍ଧରକ୍ସକ୍ଷସଦ୍ଭଶ ଜରଗ୍ଦରକ୍ସଙ୍ଖର ଡଷସଗ୍ଦଳଚ୍ଚ): ୬ ବୋତଲ ,?ଓଲ୍ଡ ମଙ୍କ୍ ରମ୍ (ଙକ୍ଷୟ ଗକ୍ଟଦ୍ଭଳ ଜଙ୍କଜ୍ଞ): ୪ ବୋତଲ ଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଏହି ବେଆଇନ୍ ମଦ ଚୋରା ଚାଲାଣ କାରବାରର ପଛରେ ଥିବା ଅନ୍ୟାନ୍ୟ ସମ୍ପୃକ୍ତ ବ୍ୟକ୍ତି ଓ ନେଟୱର୍କ ବିଷୟରେ ତଦନ୍ତକାରୀ ଅଫିସର ଏ.ଏସ୍.ଆଇ. ମହେଶ୍ୱର ଦାସଙ୍କ ଦ୍ୱାରା ଅଧିକ ତଦନ୍ତ ଜାରି ରହିଛି।
