ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୂରା ବେଢ଼ା ପଂଚାୟତ ସୋନପୂର୍ ରାସ୍ତାରେ ସି ଜି ୦୭ ସି ଡି ୬୩୩୪ ନୋ ବୋଲେରୋ ଗାଡି ରେ ୮୦ ଲିଟର ବିଅର ନେଇ ଯାଉଥିବା ସମୟରେ ଗାଡି ଶହ ଧୀରେନ୍ଦ୍ର ସିଂ ଓ ପ୍ରକାଶ ସିଂ ଦୁଇ ଜଣ କୁ ଗିରଫ କରିଛି। ପ୍ରକାଶ ଥାଉକି ରାଇଘର ଥାନା ଅଧିକାରୀ ଟିକି ଚାନ୍ଦ ଖଟୁଆ ଙ୍କ ସହ ପୋଲିସ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜବତ କରିଛି। ବିୟର ବୋତଲ ଜବତ କରି ୨୧୪/୨୬ ରେ କେସ ଡାଏରୀ କରି କୋର୍ଟ ଚାଲାଣ କରାଯାଇ ଥିବା ରାଇଘର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
