ପୁରୀ: ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ ଅନୁଯାଇ ତା ୩୦..୭.୨୦୨୬ ରିଖରେ ଦିବା ୧୧.୩୦ ଘଟିକା ସମୟରେ ବିଶ୍ୱମ୍ଭର ବିଦ୍ୟାପିଠ,ପୁରୀ ଠାରେ ସୀମାନ୍ତିକୃତ ଅସୁରକ୍ଷିତ ଆଦିବାସୀ ନିମନ୍ତେ ଥିବା ଘଇଖଝଇ ଝମଷରଜ୍ଞର , ଭରଣପୋଷଣ ଆଇନ ଏବଂ ଦାରିଦ୍ର୍ୟ ଦୂରୀକରଣର ଶମ୍ବଦ୍ଧେ ଥିବା ଘଇଖଝଇ ଝମଷରଜ୍ଞର ବିଷୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଆଜିର ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପରିତୋଷ କୁମାର ସେଠୀ ଉଦଘାଟନ କରିବା ସହ ନିଜ ବକ୍ତବ୍ୟରେ ସୀମାନ୍ତିକୃତ ଅସୁରକ୍ଷିତ ଆଦିବାସୀ ଏବଂ ବିମୁକ୍ତ / ଘୁମନ୍ତୁ ଜାତି ମାନଙ୍କୁ ନ୍ୟାୟ ଯୋଗାଇଦେବା ପାଇଁ ପ୍ରୟାସ, ଭରଣପୋଷଣ ଆଇନ ଏବଂ ଦାରିଦ୍ର୍ୟ ଦୂରୀକରଣର ଶମ୍ବଦ୍ଧେ ଥିବା ଘଇଖଝଇ ଝମଷରଜ୍ଞର ବିଷୟରେ ଆଲୋକପାତ କରିଥିଲେ। ଆଜିର ଏହି କାର୍ଯକ୍ରମରେ ବିଶ୍ୱମ୍ଭର ବିଦ୍ୟାପିଠ,ପୁରୀର ଶିକ୍ଷୟତ୍ରୀ ବୃନ୍ଦ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା। ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
