ଭୁବନେଶ୍ୱର(ବ୍ୟୁରୋ): ତାମିଲନାଡ଼ୁର ତ୍ରିଚି ଠାରେ ଅନୁଷ୍ଠିତ ୧୫ ତମ ଜାତୀୟ ରୋଲ ବଲ ଚାମ୍ପିଅନସିପରେ ଓଡ଼ିଶା ବାଲିକା ଦଳ ସଂଘର୍ଷକରି ରୌପ୍ୟ ପଦକ ହାସଲ କରିଛି ,ଯାହା ଓଡ଼ିଶା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ । ସବୁଠାରୁ ଖୁସୀର ବିଷୟ ଏହିକି ଯେ ଏହି ଚାମ୍ପିଅନସିପରେ ସବୁଠାରୁ ଅଧିକ ଗୋଲ କରିଛନ୍ତି ଓଡ଼ିଶା ବାଳିକା ଟିମର କ୍ୟାପଟେନ ଅମ୍ରିତା ବରାଳ । ସେ ନିଜର ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ମୋଟ ୧୫ ଟି ଗୋଲ କରିଛନ୍ତି ଯାହା ଟୁର୍ଣ୍ଣାମେ
