ପୁରୀ: ଚଳିତ ରଥ ଯାତ୍ରାରେ ସନଫିଷ୍ଟ ୟିପି ବାରମାସ ତେର ପର୍ବ ପାଇଁ ତେର ପ୍ରକାର ଖାଦ୍ଯ ପ୍ରସ୍ତୁତି କରିଛି । ଏହାର ଏକ ବିଶାଳ ଷ୍ଟଲ ରଥଯାତ୍ରା ଉପଲେକ୍ଷ ସମୁଦ୍ରକୂଳ ଦିଗବାରେଣି ନିକଟରେ ଖୋଲିଅଛି । ପର୍ଯ୍ୟଟକ ଓ ରଥଯାତ୍ରୀ ମାନେ ଏଠାରେ ଭିଡ ଜମାଇଛନ୍ତି । ଏହି ଷ୍ଟଲରେ ତେର ପ୍ରକାର ବ୍ୟଞ୍ଜନ ପଦର୍ଶିତ ହୋଇଛି । କ୍ରିମି ପୋସ୍ତ , ପୋଟଳ ପୋସ୍ତ, ୟିପିର ଦହିବରା ଆଳୁଦମ, ଚାଉଳବରା, ମୁଗଡାଲି ଖେଚେଡି ଆଦି ପ୍ରସ୍ତୁତ କରିଛି । ଗ୍ରାହକ ମାନେ କିଣି ଖାଇବା ସହ ୟିପିକୁ ପ୍ରଶଂସା କରିଥିଲେ ।ମାଷ୍ଟରସେଫ୍ସିଜନ ୬ ବିଜେତା ଅଭିନାଶ ନାୟକ ପରିଦର୍ଶକ ମାନଙ୍କ ସହିତ ବାର୍ତ୍ତାଳାପ କରି କହିଥିଲେ ୟିପିର ପ୍ରସ୍ତୁତ ଖାଦ୍ଯ ହାଇଜିନକ ଓ ଗୁଣବତ୍ତା ସମ୍ପନ୍ନ ଅଟେ ।

ଅଲି ହାରିସ୍ ଶେରେ, ବିୟୁ ଚିଫ୍ ଏକ୍ଜିକ୍ୟୁଟିଭ, ସ୍ନାକ ଫୁଡସ୍ ଆଣ୍ଡ ବେଭରେଜେସ୍, ଫୁଡସ୍ ଡିଭିଜନ, ଆଇଟିସି ଲିମିଟେଡ କହିଥିଲେ, “ଓଡ଼ିଶାର ‘ବାର ମାସ, ତେର ପର୍ବ’ ଦର୍ଶନ ପାର୍ବଣ, ପରମ୍ପରା ଏବଂ ଖାଦ୍ୟ ଆଦି ଜରିଆରେ ଏକତ୍ରିତ ହେବାର ଆନନ୍ଦକୁ ପାଳନ କରୁଛି । ଓଡ଼ିଶାର ସର୍ବାଧିକ ପ୍ରିୟ କିଛି ପାର୍ବଣ ଖାଦ୍ୟ ପ୍ରସ୍ତୁତିକୁ ୟିପ୍ପି ନୁଡଲସ୍? ସହିତ ପୁନଃ ପରିକଳ୍ପିତ କରି ଆମେ ଏକ ଅନନ୍ୟ ବ୍ୟଞ୍ଜନଗତ ଅନୁଭୂତି ସୃଷ୍ଟି କରିଥିଲୁ ଯାହା ସ୍ଥାନୀୟ ପରମ୍ପରାକୁ ସମ୍ମାନ ପ୍ରଦର୍ଶନ କରିବା ସହିତ ଉପଭୋକ୍ତାମାନଙ୍କୁ ସେମାନଙ୍କର ପ୍ରିୟ ନୁଡଲସ୍?କୁ ଉପଭୋଗ କରିବା ନିମନ୍ତେ ଆକର୍ଷଣୀୟ ନୂତନ ଉପାୟ ଆବିଷ୍କାର କରିବାକୁ ପ୍ରେରଣା ଦେଇଥିଲା । ଏହି ଅବସରରେ ଗ୍ରାହକ ମାନେ
ପଟ୍ଟଚିତ୍ର ଜୋନ୍? ବୁଲି ଦେଖିଥିଲେ ।
