Oplus_16908288
ଚୌଦ୍ୱାର: ମଙ୍ଗୁଳି ୧୬ ନମ୍ବର ଜାତୀୟ ରାଜପଥ ନିର୍ଗୁଣ୍ଡି ଠାରେ ଏକ ଯାତ୍ରୀବାହୀ ବସ ସାମ୍ନାରେ ଯାଉଥିବା ଏକ ଟ୍ରକ ପଛରେ ପିଟିହୋଇଗଲା ପରେ ବସର ସମ୍ମୁଖ ଆଗ ସମ୍ପୂର୍ଣ ଭାଙ୍ଗିଯାଇଥିବା ବେଳେ ୧୦ ଯାତ୍ରୀ ଗୁରୁତର ଆଘାତ ପାଇ ଚିକିଶ୍ଚିତ ହେଉଛନ୍ତି କ୍ଷ ଆଜି ଅପରାହ୍ନରେ ଘଟିଥିବା ଘଟଣା ସ୍ଥଳରେ ଟ୍ରକଟି ଖସି ପଳେଇଥିବା ବେଳେ ଆହତ ଯାତ୍ରୀ ମାନଂକୁ ଟାଙ୍ଗୀ ପୁଲିସ କଟକ ବଡ଼ ମେଡିକାଲ ଚିକିତ୍ସା ପାଇଁ ପଠାଇଥିବା ବେଳେ ଜାତୀୟ ରାଜପଥ ଠପହୋଇପଡିଥିଲା କ୍ଷ ସ୍ଥାନୀୟ ଅଂଚଳର ଯୁବକ ମାନେ ଅସନ୍ତୋଷ ପ୍ରକାଶ କରି ରାସ୍ତାଟିକୁ ଜାମ କରିଥିଲେ କ୍ଷ ଟାଙ୍ଗୀ ପୁଲିସ ଲୋକମାନଂକୁ ବୁଝାସୁଝା କରି ଯାତାୟାତ ନିୟନ୍ତ୍ରଣ କରିଥିଲା କ୍ଷ ଏଥିସହିତ ଫେରାର ହୋଇଯାଇଥିବା ଟ୍ରକଟିକୁ ଧରିବା ପାଇଁ ଟାଙ୍ଗୀ ପୁଲିସ ଚେଷ୍ଟା ଜାରିରଖିଥିବାର ଜଣାପଡିଛି କ୍ଷ
