ସାହାରପଡା: ସାହାରପଡା ବନପାଳ ଅଧିନସ୍ତ ଗୋରାଣ୍ଡେିଯାଡି ବିଟେର ବଣୁଆ ଶିଆଳର ଆତଙ୍କ ଦେଖୋଦଇଛି। ମଙ୍ଗଳବାର ଆହାରପଡା ଗ୍ରାମର ଗୁଡ଼ାସାହିର ବାସିନ୍ଦା ଚନ୍ଦନ ମୁଣ୍ଡାଙ୍କ ପତ୍ନୀ ତୁଳସୀ ମୁଣ୍ଡା ଓ ପୁଅ ସୁନିଲ ମୁଣ୍ଡା ବଣୁଆ ଶିଆଳର ଆକ୍ରମଣେର ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ହଠାତ୍ ଏକ ବଣୁଆ ଶିଆଳ ଉଭୟଙ୍କ ଉପେର ଆକ୍ରମଣ କରିଥିଲା। ଆକ୍ରମଣେର ସେମୋନ ଗୁରୁତର ଆହତ ହେବା ପେର ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହେଯାଗେର ତୁରନ୍ତ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠୋର ଉଭୟଙ୍କର ଚିକିତ୍ସା ଚାଲିଥିବାର ଜଣାପଡ଼ିଛି। ଘଟଣାର ଖବର ପାଇ ସାହାରପଡା ବନପାଳ ଶ୍ରୀମନ୍ତ େବେହରାଙ୍କ ନେିଦ୍ଦର୍ଶେର ଗୋରାଣ୍ଡେିଯାଡି ବନରକ୍ଷୀ ରଞ୍ଜିତା ମହାନ୍ତ, ଦୀପକ କୁମାର ରଣା ଓ ବନ ବିଭାଗର ଅନ୍ୟ କମର୍ଚାରୀମୋନ ଘଟଣାସ୍ଥଳେର ପହଞ୍ଚି ତଦନ୍ତ କରିଥେôଲ।

ପେର ସେମୋନ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟେର ଆହତ ମା’–ପୁଅଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଆବଶ୍ୟକ ପଡ଼େିଲ ଉନ୍ନତ ଚିକିତ୍ସା ବ୍ୟବସ୍ଥା କରିବା ନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ସହ ଅୋଲାଚନା କରିଥେôଲ। ଏହି ଘଟଣା ପେର ଆହାରପଡା ସେମତ ଆଖପାଖ ଅଞ୍ଚଳେର ଭୟର ବାତାବରଣ ସୃଷ୍ଟି ହୋଇଛି। ବନ ବିଭାଗ ତୁରନ୍ତ ପଦେକ୍ଷପ ନେଇ ବଣୁଆ ଶିଆଳକୁ କାବୁ କରିବା ସହ ଗ୍ରାମବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସ୍ଥାନୀୟ ସାଧାରଣେର ଦାବି ହେଉଛି କ୍ଷ
