ଚାନ୍ଦବାଲି : ଚାନ୍ଦବାଲି ସଦର ବଜାର ହାଣ୍ଡି ହାଟିଆ ଛକ ନିକଟରେ ଜଣେ ବୃଦ୍ଧଙ୍କୁ ଅଂଶୁଘାତ ଫଳରେ ବେହାସ ହୋଇ ପଡି ଯାଇଥିଲେ କ୍ଷ ସ୍ଥାନୀୟ ବାସୀ ତାଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲ ଭର୍ତ୍ତି କରିଥିଲେ ମାଧ୍ୟ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ କ୍ଷ ମୃତ ବୃଦ୍ଧ ହେଉଛନ୍ତି ଭୂଇଁବୃତ୍ତି ପଂଚାୟତ ନୂଆଗାଁର ବୈଲଚନ ଦାସ ବୋଲି ସୂଚନା ମିଳିଛି କ୍ଷ
No WhatsApp Number Found!
WhatsApp us
