ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଅବକାରୀ ବିଭାଗକୁ ମିଳିଛି ଏକ ସଫଳତା । ବୁଦୁଲି ମୁଖ୍ୟ ରାସ୍ତାରେ ଚୋରା ଚାଲାଣ ବେଳେ ପ୍ରାୟ ୩୧ କିଲେ ଗଞ୍ଜେଇ ଜବତ କରିଛି ଭଞ୍ଜନଗର ଅବକାରୀ ବିଭାଗ । ଏହି ଘଟଣାରେ ସଂପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫକରିବା ସହଦୁଇଟି ବାଇକ ।ଜବତ କରିଛି ଭଞ୍ଜନଗର ଅବକାରୀ ବିଭାଗ ଗିରଫ ଅଭିଯୁକ୍ତ ହେଲେ ଚିନ୍ତା ମଣି ନାୟକ ଓ ଅଜିତ ମଲ୍ଲିକ ଘର କଦ୍ଧମାଳ ଜିଲ୍ଲା ର ବାଲିଗୁଡା ଅଞ୍ଚଳ ର ବେଲି ଜଣାପଡିଛି ଖବର ନେବାରେ ଶୁକ୍ରବାର ସକାଳ ପ୍ରାୟ ୭ଟା ୫୦ ମିନିଟ ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲି ଓ ସୈରାଦେବୀ ରାସ୍ତାରେ ଏକ ଗଞ୍ଜେଇ ଚୋରା ଚାଲାଣ ନେଇ ଅବକାରୀ ବିଭାଗର କମିଚାରୀ ଚଢ଼ାଉ କରିଥିଲା । ଅବକାରୀ ବିଭାଗ ପକ୍ଷରୁ ଏକ ଘଊଚଝ ମାମଲା (ଚଜ ଘକ୍ଟ: ୯୬/୧୩୧/୨୦୨୬-୨୭) ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଘଊଚଝ ଆକ୍ଟ, ୧୯୮୫ ର ଧାରା ୨୦(ଭ)(ସସ)(ଉ) ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି । ଏହି ଚୋରା କାରବାର ପଛରେ ଆଉ କାହାର ହାତ ରହିଛି, ସେ ନେଇ ଅବକାରୀ ବିଭାଗ ଅଧିକ ତଦନ୍ତ ଚଳାଇଛି ଅବକାରୀ ଓଆଇସି ବିଭୂ ପ୍ରସାଦ ସାହୁଙ୍କ ନେତୃତ୍ୱ ରେ ଏହି ଚଢାଉ କରାଯାଇଥିଲା ଚଢାଇ ରେ ଏଏସ ଆଇ ବହୁମୂଲ୍ୟ ପରିଛା ରେମନେରଞନ ସେଠୀ ନିରଦ୍ରର ଶବର ନଟେଶ୍ୱର ପ୍ରଧାନ ଦିପ୍ନରଞନ ସାହୁ ଭାଗ ନେଇଥିଲେ
