ଜଳନ୍ଧରର ଗୁରୁଦ୍ୱାର ନିକଟରେ ଏଏପି ନେତା ଲକି ଓବରାଏଙ୍କୁ ଗୁଳିକରି ହତ୍ୟା

ଜଳନ୍ଧର: ପଞ୍ଜାବ ଜଳନ୍ଧରରେ ଆମ ଆଦମୀ ପାର୍ଟି(ଏଏପି)ର ଜଣେ ସ୍ଥାନୀୟ ନେତାଙ୍କୁ ଶୁକ୍ରବାର ଦିନ ଗୁଳିକରି ହତ୍ୟା କରାଯାଇଛି। ସେ ହେଲେ ୩୮ ବର୍ଷୀୟ ଲକି ଓବରାଏ।…

Read More

ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା; ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ଘୋଷଣା

କୋରାପୁଟ(ଅମୃତ ମିଡ଼ିଆ): କୋରାପୁଟ ପୁଲିସ ନିକଟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି ମହିଳା ନକ୍ସଲ ମମତା ପୋଡିଆମି ଓରଫ ମମିତା ଓରଫ ସୋନି। ଏହା ସହିତ ଆଜିଠାରୁ ନକ୍ସଲ…

Read More

୯ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

9ùe ùja cêLýcªúu R^ @bòù~ûM gêYûY ଭୁବନେଶ୍ୱର(ବ୍ୟୁରୋ): ଆସନ୍ତା ସୋମବାର ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ…

Read More

ଆଇଏଏସ ସ୍ତରରେ ବଡ଼ ଅଦଳବଦଳ: ଦେଓ ରଞ୍ଜନଙ୍କୁ ଇସ୍ପାତ ଓ ଖଣି, ଅରବିନ୍ଦଙ୍କୁ ରାଜସ୍ୱ, ବିଷ୍ଣୁପଦ ସେଠୀ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ

ଭୁବନେଶ୍ୱର (ବ୍ୟୁରୋ) ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ଦେଓ ରଞ୍ଜନଙ୍କୁ ଇସ୍ପାତ ଓ ଖଣି, ଅରବିନ୍ଦଙ୍କୁ ରାଜସ୍ୱ । ରାଜ୍ୟ ସରକାର ଆଜି ଆଇଏଏସ…

Read More

ଶବ ରଖି ଜିଲୁଣ୍ଡି ମୁଖ୍ୟ ରାସ୍ତା ଅବରୋଧ, ଟ୍ରକ୍ ଧକ୍କାରେ ଗୁରୁତର ହୋଇ ଚିକିତ୍ସାଧୀନ ଥିଲେ ଯୁବକ

ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମ ମୁଖ୍ୟ ରାସ୍ତାରେ ଗୁରୁବାର ସନ୍ଧ୍ୟା ସାଢେ ୫ଟା ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ପୁଲିସ…

Read More

ନିଜ ଘରକୁ ଗଲେ ରାଷ୍ଟ୍ରପତି, ଜଗନ୍ନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା

ବାରିପଦା: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପାହାଡ଼ପୁର ଗ୍ରାମକୁ ଯାଇଛନ୍ତି। ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରୁ ସକାଳୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପାହାଡ଼ପୁର…

Read More

ମମତାଙ୍କ ନିର୍ବାଚନୀ ଥୋପ: ଲକ୍ଷ୍ମୀର ଭଣ୍ଡାର ଯୋଜନାରେ ମହିଳା ପାଇବେ ଅଧିକ ୫୦୦ ଟଙ୍କା, ବଢ଼ିଲା ଆଶାକର୍ମୀଙ୍କ ଭତ୍ତା, ବେକାରୀଙ୍କୁ ମିଳିବ ମାସିକ ୧୫୦୦

କୋଲକାତା: ବିଧାନସଭା ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳ ମହିଳା, ଆଶା ଓ ଅଙ୍ଗନବାଡ଼ି କର୍ମୀ, ବେକାର ଯୁବକ-ଯୁବତୀ ତଥା ସରକାରୀ କର୍ମଚାରୀଙ୍କୁ ଖୁସି କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

Read More

ଝାଡ଼ଖଣ୍ଡ: ହାତୀପଲ ନେଲେ ପରିବାରର ୩ ଜଣଙ୍କ ଜୀବନ

ବେକାରୋ: ଝାଡ଼ଖଣ୍ଡର ବୋକାରୋରେ ଏକ ପାଞ୍ଚଟିକିଆ ହାତୀପଲ ଆତଙ୍କରାଜ ଚଳାଇଛନ୍ତି। ଗୋମିଆ ବ୍ଲକର ବାରକିପୁନ୍ନୁ ଗାଁରେ ହାତୀଙ୍କ ଆକ୍ରମଣରେ ପରିବାର ୩ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ…

Read More
error: Content is protected !!