ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଓ ଉମରକୋଟ ମିଳିତ ଚଢ଼ାଉ ରେ ଦୁଇଟି କାଠ ବୋଝେଇ ଟ୍ରକ ଜବତ।ସୂଚନା ଅନୁଯାୟୀ ଗାଡ଼ି ନୋ ଓ ଡି ୨୪ଇ୪୯୯୭ ଏ୍ୱଂ ଏମ୍ ଏଚ ୨୯ଏ ଏନ୍ ୨୭୮୬ ଗାଡ଼ି ଚଟାଗୁଡ଼ା ରୁ କାଠ ଲୋଡ୍ କରି ଛତିଶ ଗଡ଼ ରାୟପୁର ଏବଂ ଅନ୍ୟ ଗୋଟାଏ ଗୋଟାଏ ଟ୍ରକ ମହାରାଷ୍ଟ୍ର କୁ ଚାଲାଣ ହେଉଥିବା ଖବର ଘଟଣା

ସ୍ଥଳରେ ପହଞ୍ଚି କୁମୁଲୀ ପେଟ୍ରୋଲ ପମ୍ପ ନିକଟରେ ଜବତ କରି ବେହେଡ଼ା ନର୍ସରୀ ମଧ୍ୟରେ ରଖିଥିବା ଜଣାପଡ଼ିଛି। ବନ ବିଭାଗ କହିବା ଅନୁଯାୟୀ ଗାଡ଼ି ର କାଗଜ ପତ୍ର ଯାଞ୍ଚ୍ କରିବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।
