ବାଲିଗୁଡା: ଭାରସାମ୍ୟ ହରାଇ ବୁଲାଣି ରେ ଓଲଟିଲା ମାଛ ବୋଝେଇ ଅଟୋ । ବାଲିଗୁଡା ଥାନା ମୁସୁକୁଲି ବୁଲାଣି ନିକଟରେ ରେ ଘଟିଛି ଦୁର୍ଘଟଣା।ବାଲିଗୁଡା ରୁ ଅଟୋ ଯୋଗେ ବାରଖମା କୁ ମାଛ ନେଇ ଯାଉଥିବା ସମୟରେ ଏସଏଚ ୪୧ ନମ୍ବର ରାସ୍ତା ର ମୁସୁକୁଲି ନିକଟରେ ଅଟୋ ଟି ଓଲଟି ଯାଇଥିଲା । ଦୁର୍ଘଟଣା ରେ ଅଟୋ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି ।
No WhatsApp Number Found!
WhatsApp us
