ଭଞ୍ଜନଗର: ଭଞ୍ଜନଗର ବ୍ୟବସାୟିକ ଉଦେଶ୍ୟରେ କନ୍ଧମାଳ ଜିଲ୍ଲାରୁ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଯୁବକ ସହ ବେଝେଇ ହେଇଥିବା କାର ଭଞ୍ଜନଗର ଅବକାରୀ ବିଭାଗ ଜବତ କରିଛି। ୮୮କେଜି ଗଞ୍ଜେଇ ଜବତ କରାଯାଇଛି।ଗିରଫ ଯୁବକ କାର ଯେଗେ ଗଞ୍ଜେଇ ଧରି କନ୍ଧମାଳରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ବେଳେ ସୈରାଦେବୀ ମଦ୍ଦିର ନିକଟରେ ଅବକାରୀ କମଚାରୀ ଜଗି ରହିଥିଲେ କାରଟି ଆସିବାର ଦେଖି ଅଟକାଇ ଯାଞ କରିଥିଲେ ସେହି ସମୟରେ କାରରେ ଗଞ୍ଜେଇ ଥିବାର ଜଣାପଡିଥିଲା ଅବକାରୀ ବିଭାଗ କାବୁ କରି କାଯ୍ୟଳୟ କୁ ଅଣାଯାଇଥିଲା ।ଏହି ଚଢାଉ ଅବକାରୀ ଥାନା ଅଧିକାରୀ ଶ୍ରୀ ମହାନ୍ତି କଂ ନେତୃତ୍ୱ ରେ ଚଢାଉ କରାଯାଇଥିଲାଏ ନେଇ ଏନ୍ଡିପିଏସ୍ ଆକ୍ଟ ଅନୁଯାୟୀ କେସନଂ୧୨୯/୨୬-୨୭ ରେ ମାମଲାରେ ରୁଜ୍ଜୁ କରାଯାଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଓଆଇସି ଜୋତି ରଞନ ସେନାପତି ସୂଚନା ଦେଇଛନ୍ତି। ଗିରଫ ଆଭିଯୁକ୍ତ ଜଣକଂ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଥାନା ଅଞ୍ଚଳ ର ଅଶୋକ ନାଇକ ବେଲି ଜଣାପଡିଛି ଚଢ଼ାଉ ବେଳେ ଏଏସଆଇ ରାଧା ମୋହନ ସାହୁ,ସନାତନ ନାହାକଜଗନ୍ନାଥ ମହାପାତ୍ର ,ସୁବଳ ପ୍ରଧାନ,କୃଷ୍ଣଚନ୍ଦ୍ର ସେଠୀ, ଦୀପକ ରଞ୍ଜନ ସାହୁ ସାମିଲ ହୋଇଥିଲେ।
