ଟାଙ୍ଗୀ ଚୌଦ୍ୱାର: ଟାଙ୍ଗୀ ଥାନା ଅନର୍ଗତ ନପଙ୍ଗ ପଞ୍ଚାୟତ୍ର ର ସାଇଁ ଟ ବିରୂପା ନଦୀରେ ଜଣେ ଯୁବକର ମୃତଦେହ ଭାସୁଥିବାର ଖବର ପାଇ ସେଠାରେ ପୁଲିସ ପହଁଚି ଥିଲା, ପରେ ଫାୟାର ବିଭାଗ କର୍ମଚାରୀ ପହଂଚି ସେ ଯୁବକର ଶବକୁ ଉଦ୍ଧାର କରିଥିଲେ, ପ୍ରକାଶ ଜାରି କିଛି ଯୁବକ ନଦୀରୁ ଡଙ୍ଗାରେ ମାଛ ଧରିବାକୁ ଯାଇ ଫେରି ଲା ବେଳକୁ ଏହି ଯୁବକର ଶବକୁ ଭାସୁଥିବାର ଦେଖିଥିଲେ, ଯୁବକର ପରିଚୟ ମିଳି ନଥିବ ବେଳେ ପୁଲିସ ତଦନ୍ତ ଜାରି ରଖିଛି
