ପୁରୀ: ମହାପ୍ରଭୁ ଙ୍କ ଘୋଷ ଯାତ୍ରା ଅବସରରେ ମିନା ଫୁଡସ୍,ଓଡ଼ିଶା ଖୋ ଖୋ ଆସୋସେସନ୍, ଡିଷ୍ଟ୍ରିଟ ଚେସ ଆସୋସେସନ୍ ଏବଂ ପ୍ରୟାସ ପୁରୀ ର ମିଳିତ ସହଯୋଗରେ ବଡ଼ଦାଣ୍ଡ ସ୍ଥିତ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅଗଣିତ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ବଣ୍ଟନ କରାଯାଇଛି ।

ଏଥିରେ ଓଡ଼ିଶା ଖୋ ଖୋ ଆସୋସେଶନ ର ସମ୍ପାଦକ ତଥା ପ୍ରୟାସ ଟେଲିଭିଜନ ର ପରିଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ମିଶ୍ର ଯୋଗଦାନ କରି ହଜାର ହଜାର ଭକ୍ତ ଙ୍କୁ ପ୍ରସାଦ ବଣ୍ଟନ କରିଥିଲେ ।

କଟକ,ଭୁବନେଶ୍ୱର,ପାରାଦୀପ,ନୟାଗଡ଼,ଢେଙ୍କାନାଳ ତଥା ଓଡ଼ିଶାର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବୀ ମାନେ ଆସି ଏହି କାର୍ଯ୍ୟରେ ସହଯୋଗ କରିଥିଲେ ।
