ବଣାଇ: ଅନୁଗୁଳୁ ରୁ ଏକ କାର ଯୋଗେ ପାଞ୍ଚ ଜଣ ଡାକ୍ତର ରାଉରକେଲା କୁ ଆସୁ ଥିବା ବେଳେ ଟୀକାୟତ ପାଲି ଥାନାର କସଡା ନିକଟରେ କାର ଟି ଭାର ଶ୍ୟାମ ହରାଇ ରାସ୍ତା ଉପରୁ ପ୍ରାୟ ୨୦ ଫୁଟ ତଳଜୁ ଖସି ଯାଇ ଥିଲା, ଖବର ପାଇ ତିକାୟତପାଲି ପୋଲିସ ଘଟଣା ସ୍ଥଳରେ ପହଂଚି ସମସ୍ତ ଙ୍କୁ ଉଦ୍ଧାର କରି ରାଉରକେଲା କୁ ପଠାଇ ଥିଲେ, ଗାଡ଼ିରେ ଥିବା ସମସ୍ତ ବ୍ୟକ୍ତି ଡାକ୍ତର ହୋଇଥିବା ବେଳେ ସେମାନଙ୍କ ରାଉରକେଲାକୁ ବଦଳୀ ହୋଇ ଥିବା ଯୋଗୁ ସେମାନେ ଅନୁଗୁଳ ରୁ ଆସୁ ଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା।
